ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ: ଆଜି ସାତ ସୁରରେ ଭିଜାଇବେ ବଲିଉଡ୍ କଣ୍ଠଶିଳ୍ପୀ ସଚେତ୍ ଓ ପରମ୍ପରା
ଅନୁଗୁଳ: ଆଜି ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ପାଇଁ ବି ବେଶ୍ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ। ଗତକାଲି ଷ୍ଟେବିନ୍ ବେନ୍ଙ୍କ ସଙ୍ଗୀତର ତାଳେ ତାଳେ ଝୁମିଥିବା ଦର୍ଶକେ ଆଜି ପୁଣି ଭିଜିବେ ସଚେତ୍ ଓ ପରମ୍ପରାଙ୍କ ଧୁନ୍ରେ।…



