ସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଅନୁଗୁଳ: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେବେ ରାଜ୍ୟର ପରବର୍ତୀ ନୂଆ ମୁଖ୍ୟ ଶାସନ ସଚିବ। ତାଙ୍କ ନାଁରେ ଆଜି ବିଦ୍ଧିବଦ୍ଧ ମୋହର ଲାଗିଛି। ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅବସର ନେବେ। ତେଣୁ ତାଙ୍କ…

Continue Readingସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ଅନୁଗୁଳ: ଗତ ୨୦ ତାରିଖରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍‌ଅର‌୍‌ଆଇ ୟୁନିଟ୍‌ ବନ୍ଦ ରହିଛି। ଅନୁଗୁଳ ମେଡିକାଲ୍‌ର ଜଣେ ପୂର୍ବତନ ଅଧିକାରୀଙ୍କ ପ୍ରତିକୂଳ ଲିଖିତ ମନ୍ତବ୍ୟ ଆଧାରରେ କୌଣସି ଡାକ୍ତର ଏମ୍‌ଆର‌୍‌ଆଇ କରିବାକୁ ସୁପାରିଶ କରୁନାହାନ୍ତି। ଫଳରେ…

Continue Reading୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ତ ଅଞ୍ଚଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ପରିବାର ବନ ବିଭାଗର କଟକଣା ଦ୍ଵାରା ପ୍ରଭାବିତ ହୋଇଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ମହାନଦୀରୁ ମାଛ ମାରିବା ନେଇ ଏ କଟକଣା ପ୍ରତ୍ୟାହାର ନହେଲେ ସ˚ଘର…

Continue Readingଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ

ଅନୁଗୁଳ: ରାଜ୍ୟ ସରକାର ନିକଟରେ ସବୁ ପୌରାଞ୍ଚଳରେ ରାତ୍ରି ରହଣିସ୍ଥଳକୁ ସମ୍ପୂର୍ଣ୍ଣ କରିବା ସହ ଜଣେ ହେଲେ ବି ଯାଯାବର ବା ବାସହୀନ ଲୋକ ଯେଭଳି ଖୋଲା ଆକାଶ ତଳେ ନ ଶୋଇବେ ସେଥିନେଇ ଗାଇଡ୍‌ଲାଇନ୍‌ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ…

Continue Readingଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ

ସାର୍ଥକ ଷଡ଼ଙ୍ଗୀ ଅନୁଗୁଳ ଡିଆଇଜି

ଅନୁଗୁଳ: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୩ଟି ଜିଲ୍ଲାରେ ସରକାର ନୂଆ ଏସ୍‌ପିଙ୍କୁ ନିଯୁକ୍ତି ଦେଇଥିବାବେଳେ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସି˚ହ ଭୋଳଙ୍କୁ ସମ୍ବଲପୁର…

Continue Readingସାର୍ଥକ ଷଡ଼ଙ୍ଗୀ ଅନୁଗୁଳ ଡିଆଇଜି

ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ଅନୁଗୁଳ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ମଙ୍ଗଳବାର ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସିଧାସଳଖ ଆଲ‌ୋଚନା ବେଳେ…

Continue Readingଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ଅଖା ପାଇଁ ଚାଷୀ ହନ୍ତସନ୍ତ

ଅନୁଗୁଳ: ଚଳିତ ମାସ ୧୬ ତାରିଖଠାରୁ ଜିଲ୍ଲାରେ ଖରିଫ୍ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ କିଣା ପାଇଁ ୯୪ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଧାନ ବିକିବାକୁ ୩୫ ହଜାର ୮୭୭ ଜଣ ଚାଷୀ ସେମାନଙ୍କର…

Continue Readingଅଖା ପାଇଁ ଚାଷୀ ହନ୍ତସନ୍ତ

ରୁପେ କାର୍ଡରେ ଅଫ୍‌ଲାଇନ୍‌ ପେମେଣ୍ଟ

ଅନୁଗୁଳ: ରୁପେ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡଦ୍ବାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାସ୍‌ନାଲ୍‌ ପେମେଣ୍ଟ୍‌ସ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ (ଏନ୍‌ପିସିଆଇ) କହିଛି, ରୁପେ କଣ୍ଟାକ୍ଟଲେସ୍‌ କାର୍ଡରେ ଅଫଲାଇନ୍‌ ପେମେଣ୍ଟ ଲାଗି…

Continue Readingରୁପେ କାର୍ଡରେ ଅଫ୍‌ଲାଇନ୍‌ ପେମେଣ୍ଟ

ନିର୍ମାଣାଧୀନ ବିଦ୍ୟୁତ ଟାୱାର ଚୋରି ଉଦ୍ୟମ

ଅନୁଗୁଳ: ଅନୁଗୁଳ ପୁଲିସ୍‌ର ସ୍ପେଶାଲ ସ୍କ୍ବାଡ୍‌କୁ ମିଳିଛି ବଡ଼ ସଫଳତା। ଅପରାହ୍ଣରେ ପୁଲିସ୍‌ ଅନୁଗୁଳ ଥାନା ଇଲାକା ବଲାସି˚ହା ବାଲିସାହି ଜଙ୍ଗଲରେ ଚଢ଼ଉ କରି ସ୍କ୍ରାପ୍‌ ଚୋରିରେ ସ˚ପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଦୁର୍ବୃତ୍ତମାନେ ଏକ ନିର୍ମା ଣାଧୀନ…

Continue Readingନିର୍ମାଣାଧୀନ ବିଦ୍ୟୁତ ଟାୱାର ଚୋରି ଉଦ୍ୟମ

ଥରାଉଛି ଶୀତ, ବଢ଼ିବ ଜାଡ଼

ଅନୁଗୁଳ: ପାରଦ ଖସିଲା। ଶୀତରେ ଥରୁଛି ଓଡ଼ିଶା । ଶୁକ୍ରବାରଠାରୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଶୀତ ଲହରି । ବିଭିନ୍ନ ଜିଲ୍ଲାରେ ଅନୁଭୂତ ହୋଇଛି ହାଡ଼ଭଙ୍ଗା ଶୀତ । ଶୁକ୍ରବାର ରାଜ୍ୟର ୧୦ଟି ସହରରେ ପାରଦ ୧୩ ଡିଗ୍ରୀ ସେଲସିୟସ୍…

Continue Readingଥରାଉଛି ଶୀତ, ବଢ଼ିବ ଜାଡ଼