ପଥରମୁଣ୍ଡା ରକବାରୁ ମୋରମ୍ ଚୋରା ଚାଲାଣ

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବଡ଼ ପଥରମୁଣ୍ଡା ରକବା ତଥା କଣିହାଁ କଲେଜ ପାଖରେ ଦିନ ଦ୍ଵିପ୍ରହରରେ ବେଧଡକ ଭାବରେ ଜେସିବି ମେସିନ ଦ୍ଵାରା ଶହଶହ ଟ୍ରିପ ମୋରମ ଚୋରା ଚାଲାଣ ହେଉଛି । ଏହି…

Continue Readingପଥରମୁଣ୍ଡା ରକବାରୁ ମୋରମ୍ ଚୋରା ଚାଲାଣ

ବ୍ଲାକମେଲିଂ ଅଭିଯୋଗରେ ସ୍ବାମୀ ଓ ସ୍ତ୍ରୀ ଗିରଫ

ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗଠାରେ ଥିବା ଏକ ବିଉଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ବ୍ଲାକମେଲିଂ କରିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମସିହାରେ ରାଜେଶ ବିଶ୍ବାଳ(୩୭) ନାମକ…

Continue Readingବ୍ଲାକମେଲିଂ ଅଭିଯୋଗରେ ସ୍ବାମୀ ଓ ସ୍ତ୍ରୀ ଗିରଫ

ହତ୍ୟା ଅଭିଯୋଗରେ ବାପ ପୁଅ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ କରମଙ୍ଗା ସାହିର ୨ ଜଣଙ୍କୁ ପୁଲିସ ହତ୍ୟା ଅଭିଯୋଗରେ ଗିରଫ କରିଛି। ସୂଚନା ଯେ, ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଗାଁର ମନୋରଞ୍ଜନ ଦୋରା(୨୫) ଓ ଶୁଭାଶିଷ ମହାପାତ୍ର(୩୨)ଙ୍କ…

Continue Readingହତ୍ୟା ଅଭିଯୋଗରେ ବାପ ପୁଅ ଗିରଫ

ଯୁବକଙ୍କୁ ପିଟିପିଟି ହତ୍ୟା

ଅନୁଗୁଳୁ:ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ଼ କରମଙ୍ଗା ସାହିରେ ଶୁକ୍ରବାର ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ପିଟିପିଟି ନୃଶଂସ ହତ୍ଯା ଘଟଣା ବାଂଚଲ୍ୟ ସୃଷ୍ଟି କରିଛି। ହତ୍ୟାକାଣ୍ଡ ପରେ ଆକ୍ରମଣକାରୀ ଫେରାର ହୋଇଯାଇଛି। ସୂଚନା ମୁତାବକ, ଶୁକ୍ରବାର…

Continue Readingଯୁବକଙ୍କୁ ପିଟିପିଟି ହତ୍ୟା

ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର ସୁପ୍ରିମା ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏ ଉପଲକ୍ଷେ ଆୟୋଜିତ ସଭାରେ ଜିଡ଼ିଏସ୍ ଏମଡ଼ି ପ୍ରଶାନ୍ତ ଧର ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା…

Continue Readingଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଅଟୋ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ନା ଦୁର୍ଘଟଣା??

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡରେ ଅଟୋ ଚଳାଇ ପେଟ ପୋଷୁଥିବା ମୁନା ବେହେରାଙ୍କ ଅସ୍ୱାଭାବିକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଛି। ଘଟଣାରୁ ପ୍ରକାଶ ୩୧ ତାରିଖ ରାତି ପ୍ରାୟ ବାରଟା ବେଳେ ମୁନାକୁ ଅଟୋ ଭଡାରେ ଯିବା କହି କିଛି ଲୋକ ଡାକିନେଇଥିଲେ।…

Continue Readingଅଟୋ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ନା ଦୁର୍ଘଟଣା??

ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଚଢ଼ଉ

ଅନୁଗୁଳ: ଅନୁଗୁଳର ଜଣାଶୁଣା ବ୍ୟବସାୟୀ କ୍ଷୀରୋଦ ପଟ୍ଟନାୟକଙ୍କ ଘରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜିଏସ୍‌ଟିର ଏକ ଟିମ୍ ଗୁରୁବାର ଅପରାହ୍ନରେ ତାଙ୍କ ହେମସୁରପଡ଼ାସ୍ଥିତ ବାସଭବନ ସମେତ କାଣ୍ଡସରରେ ଥିବା ତାଙ୍କର ଗାଡ଼ି ସୋ ରୁମ୍ ଉପରେ ଚଢଉ କରିଥିଲେ।…

Continue Readingବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଚଢ଼ଉ

ନକଲି ଶିକ୍ଷକ ଧରାପଡ଼ିଲେ

ଅନୁଗୁଳ: ଜିଲ୍ଲା ଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୦ ବର୍ଷ ହେଲା ଜଣେ ଯୁବକ କରିଆସୁଥିଲେ ଶିକ୍ଷକତା। ଯୋଗ୍ୟତା ନଥାଇ କେବଳ ପିଲାଙ୍କୁ ପଢ଼ାଇ ନଥିଲେ, ବରଂ ମାସକୁ ମାସ ଦରମା…

Continue Readingନକଲି ଶିକ୍ଷକ ଧରାପଡ଼ିଲେ

ସମ୍ଭାବ୍ୟ ତୃତୀୟ ଲହର ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଅନୁଗୁଳ: ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଡିସିନ ଓ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଆଗୁଆ ସତର୍କ…

Continue Readingସମ୍ଭାବ୍ୟ ତୃତୀୟ ଲହର ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଦେବାଳୟ ଖୋଲିବା ପାଇଁ ପ୍ରଶାସନର ନିର୍ଦ୍ଦେଶନାମା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଭିଡର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର, ମସଜିଦ୍ ଓ ଗିର୍ଜାଗୁଡିକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରୀ କରିଛି। ୩ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କୋଭିଡ ନିୟମାବଳୀ ଆଧାରରେ…

Continue Readingଦେବାଳୟ ଖୋଲିବା ପାଇଁ ପ୍ରଶାସନର ନିର୍ଦ୍ଦେଶନାମା