ଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

ଅନୁଗୁଳ: ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)ରେ ନାମଲେଖାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଏବେ ଯାଏଁ ସରିନି। ୨୦୨୩ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ…

Continue Readingଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

ମହାଆଡ଼ମ୍ବରରେ ପାଳିତ ହେଲା ହରି ସଭାର ୧୦୧ତମ ବାର୍ଷିକ ଉତ୍ସବ

ଅନୁଗୁଳ : ସ୍ଥାନୀୟ ଅମଲାପଡାରେ ହରି ସଭାର ୧୦୧ ତମ ବାର୍ଷିକ ଉତ୍ସବ ସହ ରାଧାଷ୍ଟମୀ ଧୁମଧାମରେ ପାଳିତ ହୋଇଛି। ଭାଦ୍ରବ ଶୁକ୍ଳାଷ୍ଟମୀ ତଥା ରାଧାଷ୍ଟମୀ ଅବସରରେ ହରିସଭା ମଣ୍ଡପ ପରିସରରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆଜି ଜାରି ରହିଛି।…

Continue Readingମହାଆଡ଼ମ୍ବରରେ ପାଳିତ ହେଲା ହରି ସଭାର ୧୦୧ତମ ବାର୍ଷିକ ଉତ୍ସବ

ସବୁ କାରଖାନା କରିବେ ରାସ୍ତା ମରାମତି: ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆସନ୍ତା ୫ ରେ ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ

ତାଳଚେର : ଉପଜିଲ୍ଲାପାଳଙ୍କ ଅନୁରୋଧ ପରେ ବିଜେପି ପକ୍ଷରୁ ଆସନ୍ତା ୫ ତାରିଖରେ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ ରହିଛି। ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।ବୈଠକରେ ଗୋଡ଼ିବନ୍ଧ-କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ…

Continue Readingସବୁ କାରଖାନା କରିବେ ରାସ୍ତା ମରାମତି: ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆସନ୍ତା ୫ ରେ ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ

ଅନୁଗୁଳ ଟ୍ରକ ମାଲିକ ସଂଘକୁ ପୌରପାଳିକାର ନୋଟିସ୍

ଅନୁଗୁଳ: ଅନୁଗୁଳ ସହର ଭିତରେ ବେଆଇନ ସପିଙ୍ଗ ମଲ ଉପରେ ପୌରପାଳିକାର ଛାଟ ବସିବା ନେଇ ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ଅନୁଗୁଳ ଟ୍ରକ ମାଲିକ ସଂଘକୁ ନୋଟିସ୍ ଜାରି ହେବା ପରିବେଶକୁ ସରଗରମ କରିଛି।…

Continue Readingଅନୁଗୁଳ ଟ୍ରକ ମାଲିକ ସଂଘକୁ ପୌରପାଳିକାର ନୋଟିସ୍

ଭୁଜାଲିରେ ହାଣି ଲୁଟ୍ ମାମଲାରେ ୨ ଅଟକ

ଅନୁଗୁଳ: ଗୁଳିମାଡ ଓ ଭୁଜାଲିରେ ହାଣି ୫ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ସେହିପରି ଗୋଟିଏ କାର୍ ସହ କିଛି ଟଙ୍କା ଜବତ କରାଯାଇଛି। କିନ୍ତୁ ପୁଲିସ ତରଫରୁ ଏଥିନେଇ କୌଣସି ସୂଚନା ଦିଆଯାଇନି।…

Continue Readingଭୁଜାଲିରେ ହାଣି ଲୁଟ୍ ମାମଲାରେ ୨ ଅଟକ

ମିରାନିଆ ତେଲ ଟାଙ୍କିରେ ଅପମିଶ୍ରଣ ଅଭିଯୋଗ

ଅନୁଗୁଳ: ଗତ ସୋମବାର ରାତିରେ ଅନୁଗୁଳ ହରିମହୁରୀ ଛକରେ ଥିବା ମିରାନିଆ ତେଲ ଟାଙ୍କିରେ ଡିଜେଲ ଅପମିଶ୍ରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଗତିନଗରର ବାସିନ୍ଦା ସୁରେଶ ମିଶ୍ର ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଉକ୍ତ ତେଲ ଟାଙ୍କିରେ କାର୍…

Continue Readingମିରାନିଆ ତେଲ ଟାଙ୍କିରେ ଅପମିଶ୍ରଣ ଅଭିଯୋଗ

ଲକ୍ଷ୍ମୀ ବଜାର ଗଣେଶଙ୍କ ମୁଣ୍ଡରେ ୧.୩ ଲକ୍ଷ ଟଙ୍କାର ମୁକୁଟ

ଅନୁଗୁଳ: କଳିଙ୍ଗ ଯୁବ ବିକାଶ କେନ୍ଦ୍ର, ଲକ୍ଷ୍ମୀ ବଜାର ପକ୍ଷରୁ ଚଳିତ ବର୍ଷ ୨୨ତମ ଗଣେଶ ପୂଜା ବହୁ ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ଅନୁଗୁଳରେ ପ୍ରଥମ ଥର ଗଣେଶଙ୍କ ପାଇଁ ୧ କେଜି ୬୫୦ ଗ୍ରାମ ଓଜନ ତଥା…

Continue Readingଲକ୍ଷ୍ମୀ ବଜାର ଗଣେଶଙ୍କ ମୁଣ୍ଡରେ ୧.୩ ଲକ୍ଷ ଟଙ୍କାର ମୁକୁଟ

ଆକ୍ସନ ମୁଡରେ ପୌରପାଳିକା: ପୁଣି ଏକ ମଲ ସିଲ

ଅନୁଗୁଳ: ଟାମଡ଼ା ଆଇନ ଉଲ୍କଙ୍ଘନ କରି ଅନୁଗୁଳ ସହର ଭିତରେ ଗୋଟାଏ ପରେ ଗୋଟାଏ ମଲ ଗଢ଼ା ଚାଲିଛି। ନା ଅଛି ଅନୁମତି ପତ୍ର, ନା ଅଛି ଟ୍ରେଡ଼ ଲାଇସେନ୍ସ। ସେହିଭଳି ଗୋଟାଏ ମହଲାର ଅନୁମତି ଆଣି ତିନି ମହଲା ଗଢି…

Continue Readingଆକ୍ସନ ମୁଡରେ ପୌରପାଳିକା: ପୁଣି ଏକ ମଲ ସିଲ

ଭୁଜାଲିରେ ଆକ୍ରମଣ କରି ମଦ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

ଅନୁଗୁଳ: ଗୁଳିମାଡ଼ ଓ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ସକାଳେ ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ନିକଟରେ ଜଣେ ମଦ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟ୍ ହୋଇଛି। ଲୁଟର ଶିକାର ହୋଇଥିବା…

Continue Readingଭୁଜାଲିରେ ଆକ୍ରମଣ କରି ମଦ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

ମୌଳିକ ସୁବିଧାରୁ ବଞ୍ଚିତ କରାବିରାଖୋଲ, ପିଇବା ପାଣିର ସୁବିଧା ନ ଥିବାରୁ କିଡନୀ ରୋଗରେ ଯୁଝୁଛନ୍ତି ୧୮ ପରିବାର

ଅନୁଗୁଳ: ସ୍ୱାଧୀନତାକୁ ୭୫ ବର୍ଷ ବିତିଥିଲେ ମଧ୍ୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି କରାବିରାଖୋଲ ଗାଁ ଲୋକ। ଗାଁରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା ଭଳି କୌଣସି ସୁବିଧା ନାହିଁ। ଫଳରେ ଲୋକମାନେ ଏବେ ଦାରିଦ୍ର୍ୟତା…

Continue Readingମୌଳିକ ସୁବିଧାରୁ ବଞ୍ଚିତ କରାବିରାଖୋଲ, ପିଇବା ପାଣିର ସୁବିଧା ନ ଥିବାରୁ କିଡନୀ ରୋଗରେ ଯୁଝୁଛନ୍ତି ୧୮ ପରିବାର