ଅପେକ୍ଷାର ଅନ୍ତ! ଅନୁଗୁଳ ଜିଲ୍ଲାର ୪ ବିଦ୍ୟାଳୟରେ ଖୋଲିବ ଯୁକ୍ତଦୁଇ ପାଠ୍ୟକ୍ରମ, ମିଳିଲା ଅନୁମତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯୁକ୍ତଦୁଇ ପାଠ୍ୟକ୍ରମ ନୂତନ ଭାବେ ଖୋଲିବା ପାଇଁ ଅନୁମତି ମିଳିଛି। ଜିଲ୍ଲାର ଚାରୋଟି ସ୍ଥାନରେ ବିଦ୍ୟାଳୟରେ ଯୁକ୍ତଦୁଇ ଶିକ୍ଷା ପ୍ରଦାନ ପାଇଁ ଅନୁମୋଦନ ହୋଇଛି। ଅନୁଗୁଳ ବ୍ଲକ ଅନ୍ତର୍ଗତ ଟାଇଁସି ପଞ୍ଚାୟତରେ ଥିବା ଦୀନବନ୍ଧୁ…

Continue Readingଅପେକ୍ଷାର ଅନ୍ତ! ଅନୁଗୁଳ ଜିଲ୍ଲାର ୪ ବିଦ୍ୟାଳୟରେ ଖୋଲିବ ଯୁକ୍ତଦୁଇ ପାଠ୍ୟକ୍ରମ, ମିଳିଲା ଅନୁମତି

ପୋଲିସ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ ।  ଜିଲ୍ଲାରେ କିପରି ଆଇନ୍…

Continue Readingପୋଲିସ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ

ବିନା ଅନୁମତିରେ ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଳିଲା ଠିକାସଂସ୍ଥା, ଥାନାରେ ଅଭିଯୋଗ କଲେ କନିଷ୍ଠଯନ୍ତ୍ରୀ

ଅନୁଗୁଳ: ପାଇପ ବିଛାଇବା ବାହାନାରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ପୂର୍ତ୍ତ ବିଭାଗର ରାସ୍ତା ଖୋଳି ପକାଉଛି ଠିକାସଂସ୍ଥା। ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ବୁଧବାର ସକାଳେ ଠାକୁରଗଡ଼ ଠାରୁ ଆଠମଲ୍ଲିକ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ବେଆଇନ…

Continue Readingବିନା ଅନୁମତିରେ ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଳିଲା ଠିକାସଂସ୍ଥା, ଥାନାରେ ଅଭିଯୋଗ କଲେ କନିଷ୍ଠଯନ୍ତ୍ରୀ

ଗରମକୁ ବହୁଗୁଣିତ କରୁଛି ଅଘୋଷିତ ବିଦ୍ୟୁତ କାଟ୍, ତାଳଚେରବାସୀ ଆକ୍ତାମାକ୍ତା

ତାଳଚେର: ଖରା ଗରମର କଷ୍ଟକୁ ବହୁଗୁଣିତ କରି ଦେଇଛି ଅଘୋଷିତ ବିଦ୍ୟୁତକାଟ ଯନ୍ତ୍ରଣା। କୋଇଲା ନଗରୀ ତାଳଚେରରେ ଏବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଘନଘନ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଗରମରେ ସନ୍ତୁଳି ହେଉଛନ୍ତି…

Continue Readingଗରମକୁ ବହୁଗୁଣିତ କରୁଛି ଅଘୋଷିତ ବିଦ୍ୟୁତ କାଟ୍, ତାଳଚେରବାସୀ ଆକ୍ତାମାକ୍ତା

ଆସନ୍ତାକାଲି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ହେବ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କୁ ଚିତା ଲାଗି ହେବ। ଏହି ସ୍ବତନ୍ତ୍ର ନୀତି ପାଇଁ ଅପରାହ୍ନ ୨ଟା ୩୦ ମିନିଟ୍ରୁ ସନ୍ଧ୍ୟା ୬ଟା ୩୦ ମିନିଟ୍‌ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ…

Continue Readingଆସନ୍ତାକାଲି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ନାବାଳିକାକୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତକୁ ୭ବର୍ଷ ଜେଲ ଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଣେ ଅଭିଯୁକ୍ତକୁ ୭ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଗତ ୧୧. ୮. ୨୦୧୮ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକା ସ୍କୁଲରୁ…

Continue Readingନାବାଳିକାକୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତକୁ ୭ବର୍ଷ ଜେଲ ଦଣ୍ଡ ଓ ଜରିମାନା

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା: ଢେଙ୍କାନାଳର ଶାକମ୍ବରୀ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମ

ଅନୁଗୁଳ: ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଢେଙ୍କାନାଳର ଶାକମ୍ବରୀ ଏସଏଚଜି ବିଜେତା ହୋଇଛନ୍ତି। ମିଶନ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ 'ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା’ର ଗ୍ରାଣ୍ଡ୍ ଫିନାଲେ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଛି।…

Continue Readingସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା: ଢେଙ୍କାନାଳର ଶାକମ୍ବରୀ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମ

ଓଡିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ୫ମର ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୁଳ: ଓଡିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି- ୫ମଆଜି ମାନ୍ୟବର ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ତାଳଚେରର ମଣ୍ଡାପାଳ ଉପଖଣ୍ଡ  ଚିକିତ୍ସାଳୟ,ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓଚିକିତ୍ସାଳୟ, ଖମାରର ଗୋଷ୍ଠୀ ଚିକିତ୍ସା କେନ୍ଦ୍ର…

Continue Readingଓଡିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ୫ମର ଅନୁଗୁଳ ଜିଲ୍ଲା ଗସ୍ତ

ରାଜ୍ୟର ୨୩ ଜିଲ୍ଲାରେ ୫୬ଟି ନୂତନ ଅଦାଲତ ସ୍ଥାପନକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦ୍ୱାରା ୨୩ଟି ଜିଲ୍ଲାରେ ୫୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏହାଦ୍ବାରା ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ଟି ଅଦାଲତ, ସୁନ୍ଦରଗଡ଼ରେ ୫ଟି, ବଲାଙ୍ଗୀର, କେଉଁଝର…

Continue Readingରାଜ୍ୟର ୨୩ ଜିଲ୍ଲାରେ ୫୬ଟି ନୂତନ ଅଦାଲତ ସ୍ଥାପନକୁ ମିଳିଲା ଅନୁମୋଦନ

ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ’: ଚିନ୍ତାରେ ଗ୍ରାମାଞ୍ଚଳର ଗ୍ରାହକ, ଅଧବାଟରେ ତେଲ ସରିଲେ କରିବେ କଣ?

ଅନୁଗୁଳ: ଚିନ୍ତା ବଢ଼ାଇଛି ସରକାରଙ୍କ ନୂଆ କଟକଣା। ଏଣିକି ପ୍ଲାଷ୍ଟିକ ବୋତଲରେ ନେଇ ପାରିବେନି ପେଟ୍ରୋଲ, ସରକାରଙ୍କ ଏହି ଘୋଷଣା ପରେ ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡ଼ିଛି। ଏବେ ଅଧ ରାସ୍ତାରେ ତେଲ ସରିଲେ ହଟହଟା ହେବେ ଲୋକ।ସେହିପରି ଗ୍ରାମାଞ୍ଚଳରେ…

Continue Readingପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ’: ଚିନ୍ତାରେ ଗ୍ରାମାଞ୍ଚଳର ଗ୍ରାହକ, ଅଧବାଟରେ ତେଲ ସରିଲେ କରିବେ କଣ?