ଅନୁଗୁଳ ସର୍କଲସ୍ତରୀୟ ବନ୍ୟପ୍ରାଣୀ ପରିଚାଳନା ପ୍ରଶିକ୍ଷଣ ଶିବିର
ଅନୁଗୁଳ: ଅନୁଗୁଳ ସ୍ଥିତ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ସର୍କଲ ସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଥମ ଦିବସ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ସଞ୍ଜୟ କୁମାର ସ୍ୱାଇଁ, ଅନୁଗୁଳ…




