୧୩ତମ ସାତକୋଶିଆ ମହୋତ୍ସବ ୨୦୨୫ ଉଦଯାପିତ: ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

ଅନୁଗୁଳ: ସ୍ଥାନୀୟ ସଭାଘରେ ୧୩ତମ ସାତକୋଶିଆ ମହୋତ୍ସବ ଉଦଯାପିତ ହୋଇଛି। ଦୁଇଦିନିଆ ମହୋତ୍ସବର ଉଦଯାପନୀ ସନ୍ଧ୍ୟାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଅଭିଭାଷଣରେ ମୁଖ୍ୟ ଅତିଥି ନୃତ୍ୟ ନିଳୟର ପ୍ରତିଭା ଅନ୍ୱେଷଣ ଏବଂ କଳା ସଂସ୍କୃତିର ପ୍ରସାର…

Continue Reading୧୩ତମ ସାତକୋଶିଆ ମହୋତ୍ସବ ୨୦୨୫ ଉଦଯାପିତ: ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

ବିଜେଡିରୁ ଇସ୍ତଫା ଦେଲେ ଅଙ୍ଗପଡା ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ସରପଞ୍ଚ ତଥା ବିଜେଡି ଜିଲ୍ଲା ଯୁବ ଉପ ସଭାପତି ଜିତେନ୍ଦ୍ର କୁମାର ସାହୁ ରବିବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ…

Continue Readingବିଜେଡିରୁ ଇସ୍ତଫା ଦେଲେ ଅଙ୍ଗପଡା ସରପଞ୍ଚ

ଫେବ୍ରୁଆରି ୧୯ରୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା

ଅନୁଗୁଳ: ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା।ଏ ନେଇ ଅନୁଗୁଳ ୟୁଥ୍‌ ପାର୍ଲାମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ବିଜୁ ମଇଦାନରେ ହେବାକୁ ଥିବା ଏହି ସର୍ବଭାରତୀୟ ରାତ୍ରିକାଳୀନ ଟେନିସ୍‌ ବଲ୍‌ କ୍ରିକେଟ୍‌…

Continue Readingଫେବ୍ରୁଆରି ୧୯ରୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଜିଲ୍ଲାସ୍ତରୀୟ “କୃତୀ ଦ୍ୟୋତନୀ” ମହାମହୋତ୍ସବ

ଅନୁଗୁଳ: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଅନୁଗୁଳ ଜିଲ୍ଲାସ୍ତରୀୟ ପୁଣ୍ୟ "କୃତୀ ଦ୍ୟୋତନୀ" ମହୋତ୍ସବ ତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୮ତମ ଆବିର୍ଭାବ ମହୋତ୍ସବ ସ୍ଥାନୀୟ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା…

Continue Readingଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଜିଲ୍ଲାସ୍ତରୀୟ “କୃତୀ ଦ୍ୟୋତନୀ” ମହାମହୋତ୍ସବ

ମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ସେରେନାବେଡା ବହୁ ବିଜେଡି ନେତା ଓ କର୍ମକର୍ତ୍ତା

ଅନୁଗୁଳ: ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ମହୀଧରପୁର ପଞ୍ଚାୟତ ସେରେନାବେଡାର ବହୁ ବିଜେଡି ନେତା ସନ୍ତୋଷ ନାଏକ, ଶିବୁ ନାଏକ, ଟୁଟୁ ନାଏକ, ଅନିଲ ନାଏକ, ବାବୁଲି ନାଏକ, କୁନା ଜେନା, ଦିଲେଶ୍ଵର ନାଏକ,…

Continue Readingମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ସେରେନାବେଡା ବହୁ ବିଜେଡି ନେତା ଓ କର୍ମକର୍ତ୍ତା

ଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ଗାଡି ଓଲଟିଲା, ୫ ଆହତ: ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ଅଭିଯୋଗ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମହୁଳପାଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନଙ୍କୁ ନେଇ ଘରକୁ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ଭାରସାମ୍ୟ ହରାଇ ଓଲଟି ପଡିବାରୁ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍କୁଲ ଛୁଟି…

Continue Readingଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ଗାଡି ଓଲଟିଲା, ୫ ଆହତ: ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ଅଭିଯୋଗ

କୋର୍ଟରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନସେବା କମିଟି ପକ୍ଷରୁ ଡିସେମ୍ବର ୧୨ରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ପର୍ଯ୍ୟବେକ୍ଷଣ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥିଭାବେ ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ…

Continue Readingକୋର୍ଟରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ

ଏମିତି ବି ଆସେ ମୃତ୍ୟୁ! ଅଳିଆ ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ

ଅନୁଗୁଳ: ଅଳିଆବୁହା ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ। ଆଜି ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ହାଣ୍ଡିଧୂଆଁ ଗଣେଶବିହାରରେ ଏଭଳି ଛାତିଥରା ଘଟଣା ଘଟିଛି। ଏଠାରେ ପୌରପରିଷଦର ଏକ ଅଳିଆବୁହା ଗାଡ଼ି ଏକ ଶିଶୁକୁ ଧକ୍କାଦେବାରୁ ଘଟଣାସ୍ଥଳରେ…

Continue Readingଏମିତି ବି ଆସେ ମୃତ୍ୟୁ! ଅଳିଆ ଗାଡ଼ି ଧକ୍କାରେ ଗଲା କୋମଳମତି ଶିଶୁ ଜୀବନ

ଡିସେମ୍ବର ୧୩,୧୪ ରେ ୧୩ଶ ସାତକୋଶିଆ ମହୋତ୍ସବ

ଅନୁଗୁଳ: ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଡିସେମ୍ବର ୧୩ ,୧୪ ଦୁଇ ଦିନ ଧରି ସଭାଘର ଠାରେ ଅନୁଷ୍ଠିତ ହେବ। ଜାତୀୟ ସ୍ତରୀୟ ବହୁ କଳାକାର ଏହି ଉତ୍ସବରେ ଅଂଶଗ୍ରହଣ କରିବେ। ଓଡ଼ିଶୀ ନୃତ୍ୟରେ ଗୁରୁ ଆଶିଷ କୁମାର ଦାସ ଓ ଓଡ଼ିଶୀ…

Continue Readingଡିସେମ୍ବର ୧୩,୧୪ ରେ ୧୩ଶ ସାତକୋଶିଆ ମହୋତ୍ସବ

ବଇଣ୍ଡାରେ ଟ୍ରେନ ରହଣି ସହ ମୋବାଇଲ ଟାୱାର ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡାରେ ବିଭିନ୍ନ ଟ୍ରେନର ରହଣି ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବଇଣ୍ଡା ଅଂଚଳର ଅନୁଗୁଳ…

Continue Readingବଇଣ୍ଡାରେ ଟ୍ରେନ ରହଣି ସହ ମୋବାଇଲ ଟାୱାର ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର