ଅନୁଗୁଳ କଲେଜରେ ଏମ୍ବିଏ ବିଭାଗ ଦ୍ବାରା କ୍ୟାମ୍ପସ ପ୍ଲେସମେଣ୍ଟ
ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍ବିଏ ବିଭାଗ ଦ୍ବାରା ଏକ କ୍ୟାମ୍ପସ ପ୍ଲେସମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ କୋକାକୋଲା କମ୍ପାନିର ନିଯୁକ୍ତିଦାତା ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷ ଡଃ. ବସନ୍ତ କୁମାର ସାହୁ ଏହାକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗର ସଦୁପଯୋଗ…




