ପାଣିଘେରରେ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ, ଗାଁ ଲୋକ ଅଣନିଶ୍ୱାସୀ
ଅନୁଗୁଳ: ଜଳବନ୍ଦୀ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ। ବର୍ଷାଦିନ ହେତୁ ଗ୍ରାମର ଡ୍ରେନ ଗୁଡିକ ସଫା ନହେବା କାରଣରୁ ଅଳିଆ ଆବର୍ଜନା, ପାଇଖାନା ମଇଳା ପାଣି ଆସି ପଞ୍ଚାୟତ ସାମନାରେ ଜମା ହେଉଛି। ଫଳରେ ପାଣି…
