ଅସୁସ୍ଥ ଅଗସ୍ତି ବେହେରାଙ୍କୁ ଭେଟିଲେ ବିଜେପି ଯୁବ ନେତା
ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରୀ କମିଟି ସଭ୍ୟ ଅଗସ୍ତି ବେହେରା ଅସୁସ୍ଥ ହୋଇ ଭୁବନେଶ୍ବର ସମ୍ ଅଲ୍ଲଟିମେଟ୍ରେ ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କୁ ଭେଟିଥିଲେ ଅନୁଗୁଳ ଯୁବ ବିଜେପିର ମୁଖପାତ୍ର…
