କେନାଲ ହୁଡ଼ାରୁ ମାଂସ ଦୋକାନ ଉଚ୍ଛେଦ
ଅନୁଗୁଳ: ଅମଲାପଡ଼ା କେନାଲ ହୁଡାରେ ଆଠରୁ ଦଶ ଜଣ କଂସେଇ ମାଂସ ଦୋକାନ ବେଆଇନ ଭାବେ କରି ଆସୁଥିଲେ। ଶହ ଶହ ସ୍କୁଲ ପିଲା ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଦୋକାନୀ ମାନେ ବ୍ୟବସାୟ ଜାରି ରଖିଥିଲେ।…
ଅନୁଗୁଳ: ଅମଲାପଡ଼ା କେନାଲ ହୁଡାରେ ଆଠରୁ ଦଶ ଜଣ କଂସେଇ ମାଂସ ଦୋକାନ ବେଆଇନ ଭାବେ କରି ଆସୁଥିଲେ। ଶହ ଶହ ସ୍କୁଲ ପିଲା ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଦୋକାନୀ ମାନେ ବ୍ୟବସାୟ ଜାରି ରଖିଥିଲେ।…
ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଅଗ୍ରଣୀ ଏଚ.ଏମ.ଏସ ସହବନ୍ଧିତ 'ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୋଇଜ ୟୁନିୟନ' (ନେପୁ) ପକ୍ଷରୁ ନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ…
ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ପବିତ୍ର ମୋହନ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ଓ କ୍ରୀଡା ଯୁବ ବ୍ୟାପାର ବିଭାଗ ସହାୟତାରେ ଦୁଇ ଦିନ ଧରି ସାଂସ୍କୃତିକ ସମନ୍ବିତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଠାରେ ବିଶ୍ଵ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ। ଅନ୍ୟମାନଙ୍କ…
ଅନୁଗୁଳ: ଅନୁଗୁଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ଚାଲିଥିବା ୯ମ ପୁସ୍ତକ ମେଳା ରବିବାର ଶେଷ ହୋଇଛି। ଏହା ନଭେମ୍ବର ୧୭ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୁସ୍ତକ ମେଳାକୁ ଅନୁଗୁଳ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ…
ଅନୁଗୁଳ: ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଅମା ଭଗବାନ ସେବା ସମିତି,ଜୀବନ ବିନ୍ଦୁ ଏବଂ ବାସନ୍ତୀ ଦୁର୍ଗାପୂଜା କମିଟିର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଶକ୍ତି…
ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ନଭେମ୍ବର ୨୦ ତାରିଖ ଦିନ ଗୋପାଷ୍ଟମୀ ମେଳା ଆୟୋଜନ କରାଯିବ। ଏହି ଗୋପାଷ୍ଟମୀ ମେଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର…
ଅନୁଗୁଳ: ବିଶିଷ୍ଟ କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶକ,ଗାଳ୍ପିକ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ତାଙ୍କର ଶତାଧିକ ପ୍ରଶଂସକ ବାଢ଼ିଥିଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଓ ଅକ୍ଷୟଙ୍କ ଗୀତ ଗାଇ ଶ୍ରୋତାଙ୍କୁ ବିଭୋର କରିଥିଲେ କଣ୍ଠଶିଳ୍ପୀ ମାନେ। ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଏହି ସମାରୋହକୁ…
ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ଉତ୍ସବରେ ଏମ୍.ସି. ଏଲ୍ . ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଓସିପିର ପ୍ରକଳ୍ପ ଅଧିକାରୀ ଅଜୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ କୁମଣ୍ଡ-ଜରସିଂହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଛି। ଏ ଅବସରରେ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ, ଛାତ୍ରଛାତ୍ରୀଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ଓ କିଶୋର ନ୍ୟାୟ ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା।…