ତାଳଚେର ଥର୍ମାଲ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର, ୧୫୪ ଜଣ ଦେଖାଇଲେ ଆଖି

ତାଳଚେର: ଏନଟିପିସି/ଟିଟିପିଏସ ଆନୁକୂଲ୍ୟରେ ସ୍ଥାନୀୟ କୁକୁଡୁଲା ଉଚ୍ଚ ବିଦ୍ୟାଳୟରେ ଡକ୍ଟର ଅଗ୍ରୱାଲ ଆଇ ହସପିଟାଲ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଏନଟିପିସି/ଟିଟିପିଏସର ଜିଏମ୍(ପ୍ରୋଜେକ୍ଟ) ଆର.କେ.ସିଂହ ଉଦଘାଟନ କରିଥିଲେ। ଏଥିରେ ସାଗରିକା ଲେଡ଼ିଜ୍ କ୍ଲବର ସଦସ୍ୟା,…

Continue Readingତାଳଚେର ଥର୍ମାଲ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର, ୧୫୪ ଜଣ ଦେଖାଇଲେ ଆଖି

ଭଲିବଲର ଜନ୍ମଦିନ ପାଳିଲା ବାସନ୍ତୀ ଭଲିବଲ ଟ୍ରଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାସନ୍ତୀ ଭଲିବଲ ଟ୍ରଷ୍ଟ ତରଫରୁ ଗୁରୁବାର ସ୍ଥାନୀୟ ବାସନ୍ତୀ ଦୁର୍ଗା ଭଲିବଲ ପଡ଼ିଆଠାରେ ଭଲିବଲର ଜନ୍ମଦିନ ପାଳନ କରାଯାଇଛି। ସୂଚନା ମୁତାବକ, ୧୮୯୫ ମସିହା ଫେବୃଆରୀ ୯ ତାରିଖରେ ଭଲିବଲ ଖେଳର ଜନ୍ମ ହୋଇଥିଲା। ଏଥିପାଇଁ ସାରା…

Continue Readingଭଲିବଲର ଜନ୍ମଦିନ ପାଳିଲା ବାସନ୍ତୀ ଭଲିବଲ ଟ୍ରଷ୍ଟ

ଜିଲ୍ଲାସ୍ତରୀୟ ହ୍ୟାକାଥନ: ୨୦୨୨-୨୩ ଆୟୋଜିତ

ଅନୁଗୁଳ: ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ସକାଳେ ହ୍ୟାକାଥନ କର୍ମଶାଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଉଦଘାଟନ କରିଥିଲେ। ସମ୍ମନିତ ଅତିଥି…

Continue Readingଜିଲ୍ଲାସ୍ତରୀୟ ହ୍ୟାକାଥନ: ୨୦୨୨-୨୩ ଆୟୋଜିତ

ବିଭିନ୍ନ ଦାବି ନେଇ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ା ସ୍ଥିତ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମଚାରୀ ମାନଙ୍କର ଏନ୍ ପି ଏସ ଲାଗୁ କରିବା,…

Continue Readingବିଭିନ୍ନ ଦାବି ନେଇ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

ତାଳଚେର: ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମଦିଆଯାଇଛି । ଆୟୋଜିତ ଏହି ଶିବିରକୁ ବିଦ୍ୟାଳୟର ଅଧକ୍ଷା ଶିବାନୀ ମହାପାତ୍ର ଉଦଘାଟନ କରି ପ୍ରଶିକ୍ଷଣର ଉପକାରୀତା ସମ୍ପର୍କରେ ଆଲୋଚନା କରିଥିଲେ। ୮ଦିନ ବ୍ୟାପି ଏହି ଶିବିରରେ ତାଲିମ ଅଧିକାରିଣୀ…

Continue Readingଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

ନାଲକୋରେ ଦୁଇ ଦିନିଆ ପୁଷ୍ପ ଏବଂ ପନିପରିବା ପ୍ରଦର୍ଶନୀ, ଆକର୍ଷଣ ପନିପରିବା ଦେଖିବାକୁ ଜମୁଛି ପ୍ରବଳ ଭିଡ଼

ବଅଁରପାଳ: ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଉଦ୍ୟାନ ବିଭାଗ ଅଧିକାରୀ ଶୁଭେନ୍ଦୁ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଦୁଇ ଦିନିଆ ପୁଷ୍ପ ଏବଂ ଫଳ ପନିପରିବା ପ୍ରଦର୍ଶନୀ ଉଦଘାଟିତ ହୋଇଛି। ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ମୁଖ୍ୟ ଅତିଥି ଭାବେ…

Continue Readingନାଲକୋରେ ଦୁଇ ଦିନିଆ ପୁଷ୍ପ ଏବଂ ପନିପରିବା ପ୍ରଦର୍ଶନୀ, ଆକର୍ଷଣ ପନିପରିବା ଦେଖିବାକୁ ଜମୁଛି ପ୍ରବଳ ଭିଡ଼

ସାତକୋଶିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ: ସରକାର ତୁରନ୍ତ ସମସ୍ୟା ନ ବୁଝିଲେ ଆନ୍ଦୋଳନ କରିବାକୁ ଚେତାବନୀ

ଅନଗୁଳ : ସାତକୋଶିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଟିକରପଡ଼ାରେ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଦିଲେଶ୍ଵର…

Continue Readingସାତକୋଶିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ: ସରକାର ତୁରନ୍ତ ସମସ୍ୟା ନ ବୁଝିଲେ ଆନ୍ଦୋଳନ କରିବାକୁ ଚେତାବନୀ

ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳିତ

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ଓ ବନ୍ତଳା ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ଓଡିଶାର…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳିତ

ବିଜେପିର କୋଶଳାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ: ନିଯୁକ୍ତି, ବିଦ୍ୟୁତ କାଟ, ଚାଷୀ ଏବଂ ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି କୋଶଳା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଧୋବେଇ ସାହୁଙ୍କ ଅଧ୍ୟକ୍ଷତାରେ ସିଙ୍ଗଡ଼ା ପୋଲ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛେଣ୍ଡିପଦା…

Continue Readingବିଜେପିର କୋଶଳାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ: ନିଯୁକ୍ତି, ବିଦ୍ୟୁତ କାଟ, ଚାଷୀ ଏବଂ ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ଦାବି

ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

ଅନୁଗୁଳ : ପାଠଶାଳା ଅନୁଷ୍ଠାନ ପକ୍ଷରୁ ରାଧା ମୋହନ ଗଡ଼ନାୟକଙ୍କ ନାମରେ ଏକ ମୁକ୍ତ ପାଠାଗାର ଖୋଲାଯାଇଛି। ଏହି ପାଠାଗାର ପକ୍ଷରୁ କିଛି ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନର ସଭାପତି ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ…

Continue Readingଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି