ବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ବଅଁରପାଳ: ବଅଁରପାଳ ବ୍ଲକ ଅଞ୍ଚଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କର ଆଜି ଅନୁଗୁଳର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେ ଜଣେ ମେଳାପୀ ଓ ଧର୍ମପରାୟଣ ଯୁବକ ଥିଲେ।…

Continue Readingବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଅବସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ଏଲିଟ୍ ଏକାଡେମୀର ଛାତ୍ରଛାତ୍ରୀ ଚଳିତ ବର୍ଷ ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଚଳିତବର୍ଷ ଦ୍ଵାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ୧୧…

Continue Readingସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ଦଶମ ବୋର୍ଡ ପରୀକ୍ଷାରେ ଆଦର୍ଶ ସ୍କୁଲର ୧୦୦ ପ୍ରତିଶତ ସଫଳତା

ଅନୁଗୁଳ: ଆଜି ପ୍ରକାଶିତ ହୋଇଥିବା ସିବିଏସି ଦଶମ ବୋର୍ଡ ପରୀକ୍ଷାରେ ଜିଲ୍କାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଏହି ସ୍କୁଲର ଛାତ୍ରୀ ସୁଶ୍ରୀ ସ୍ନେହା ଦାସ ୯୧ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର…

Continue Readingଦଶମ ବୋର୍ଡ ପରୀକ୍ଷାରେ ଆଦର୍ଶ ସ୍କୁଲର ୧୦୦ ପ୍ରତିଶତ ସଫଳତା

ଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ଅନୁଗୁଳ: ବଅଁରପାଳ ବ୍ଲକ କୁଇଓ ଜାମୁନାଳୀ ଗାଁରେ ଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିନ କଳସ ଯାତ୍ରା କରାଯାଇଥିଲା।…

Continue Readingଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ଅନୁଗୁଳ ଗସ୍ତରେ ଆସି ମାନବ ସେବାଶ୍ରମ ପରିଦର୍ଶନ କଲେ ମୀରା ମା’

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସିଛନ୍ତି କିନ୍ନର ସଂଘ ମୁଖ୍ୟ ମୀରା ପରିଡା। ସୂଚନା ଯେ, ମୀରା ପରିଡା ଆଜି ଅନୁଗୁଳ ଓ ତାଳଚେର ଅଞ୍ଚଳରେ ବିଭିନ୍ନ ବୈଠକରେ ଯୋଗ ଦେଇଥିଲେ। ଅପରାହ୍ନରେ ସେ ସୁସୁଡା ସ୍ଥିତ ମାନବ…

Continue Readingଅନୁଗୁଳ ଗସ୍ତରେ ଆସି ମାନବ ସେବାଶ୍ରମ ପରିଦର୍ଶନ କଲେ ମୀରା ମା’

୪ ବର୍ଷ ହେଲା କମ୍ପାନୀ କାମ କରୁଥିଲେ ବି ଦେଉନି ସୁବିଧା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ କୁକୁଡ଼ାଙ୍ଗ ଗ୍ରାମବାସୀ

ଅନୁଗୁଳ: ୫ ଦଫା ଦାବି ନେଇ ଆଜି ସ୍ଥାନୀୟ କୁକୁଡ଼ାଙ୍ଗ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କୁକୁଡ଼ାଙ୍ଗ ଗ୍ରାମରେ ଟିଏଫ୍ଏଲ୍ କମ୍ପାନୀ ଆଜିକୁ ଚାରି ବର୍ଷ ହେଲା କାର୍ଯ୍ୟ କରୁଛି। କିନ୍ତୁ ଗ୍ରାମବାସୀଙ୍କୁ କୌଣସି ସହାୟତା…

Continue Reading୪ ବର୍ଷ ହେଲା କମ୍ପାନୀ କାମ କରୁଥିଲେ ବି ଦେଉନି ସୁବିଧା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ କୁକୁଡ଼ାଙ୍ଗ ଗ୍ରାମବାସୀ

ବିଧାୟକଙ୍କ ପାଣ୍ଠିରୁ ସ୍ଥାପିତ ୨ଟି ମିନି ମାଷ୍ଟ ଲାଇଟ୍ ଉଦଘାଟିତ, ଧନ୍ୟବାଦ ଜଣାଇଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପଞ୍ଚାୟତର ବାବା ରଣେଶ୍ୱର ମନ୍ଦିର ଛକ ଓ କୁମୁରିସିଂହା ପଞ୍ଚାୟତର ପାତେଳୀ ଗ୍ରାମ ଛକରେ ୨ଗୋଟି ମିନି ମାଷ୍ଟ ଲାଇଟ ବିଧାୟକ ରଜନୀକାନ୍ତ ସିଂହଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସ୍ଥାପନ…

Continue Readingବିଧାୟକଙ୍କ ପାଣ୍ଠିରୁ ସ୍ଥାପିତ ୨ଟି ମିନି ମାଷ୍ଟ ଲାଇଟ୍ ଉଦଘାଟିତ, ଧନ୍ୟବାଦ ଜଣାଇଲେ ଗାଁ ଲୋକ

ବଇଣ୍ଡା ଜନତା ମହାବିଦ୍ୟାଳୟର ବିକାଶ ନେଇ ଆଲୋଚନା କଲେ ଉପଜିଲ୍ଲାପାଳ, ବୁଲି ଦେଖିଲେ ଛାତ୍ର ନିବାସ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟର ବିକାଶ ଉପରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ଯୋଗ ଦେଇ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ…

Continue Readingବଇଣ୍ଡା ଜନତା ମହାବିଦ୍ୟାଳୟର ବିକାଶ ନେଇ ଆଲୋଚନା କଲେ ଉପଜିଲ୍ଲାପାଳ, ବୁଲି ଦେଖିଲେ ଛାତ୍ର ନିବାସ

ଶପଥ ନେଲେ ନାଲକୋ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା

ନାଲକୋ: ନାଲକୋ ସ୍ମେଲ୍ଟର୍ ପ୍ଲାଣ୍ଟର ଅଗ୍ରଣୀ ଶ୍ରମ ସଂଗଠନ ନାଲକୋ କର୍ମଚାରୀ ସଂଘ (ନେସ୍) ର ଅଫିସ ପ୍ରାଙ୍ଗଣରେ ବର୍ଷ ୨୦୨୩-୨୪ ପାଇଁ ନୂତନ କାର୍ଯ୍ୟାଳୟ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ବୁଧବାର ଆୟୋଜିତ ହୋଇଛି। ସଂଘର ପୂର୍ବତନ ସଭାପତି ଦିଲ୍ଲୀପ…

Continue Readingଶପଥ ନେଲେ ନାଲକୋ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା

୫ଟି ଶାଢ଼ି କିଣିଲେ ମାଗଣାରେ ପାଇବେ ଆଉ ଏକ ଶାଢ଼ି: ଏସ୍‌ଏନ୍‌କେ ରୟାଲ ପକ୍ଷରୁ କଟନ୍ ଶାଢ଼ି ମେଳା ଆରମ୍ଭ, ଅଫର ସୀମିତ ସମୟ ପାଇଁ

ଅନୁଗୁଳ: ଜଣାଶୁଣା ଶାଢ଼ି ଓ ଡ୍ରେସ୍ ସୋ' ରୁମ ଏସ୍‌ଏନ୍‌କେ ରୟାଲ ପକ୍ଷରୁ ଅନୁଗୁଳ ଗାନ୍ଧିମାର୍ଗ ଓ ତାଳଚେର ଶର୍ମା ଛକ ସ୍ଥିତ ସୋ' ରୁମରେ ଆକର୍ଷଣୀୟ କଟନ ଶାଢ଼ି ମେଳା ଆରମ୍ଭ ହୋଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏ…

Continue Reading୫ଟି ଶାଢ଼ି କିଣିଲେ ମାଗଣାରେ ପାଇବେ ଆଉ ଏକ ଶାଢ଼ି: ଏସ୍‌ଏନ୍‌କେ ରୟାଲ ପକ୍ଷରୁ କଟନ୍ ଶାଢ଼ି ମେଳା ଆରମ୍ଭ, ଅଫର ସୀମିତ ସମୟ ପାଇଁ