ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବାବୁଲି ନାୟକ,ସମ୍ପାଦକ ଭାବେ ଅଭୟ ସାମଲ ଓ କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ର କିଶାନ ବିଜୟୀ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନିରୁଦ୍ଧ ଦାସ ଉପ ସଭାପତି,ସହ ସମ୍ପାଦକ ଭାବେ ଟୁକୁନା ସାହୁ,ଲିଙ୍ଗରାଜ ବେହେରା ଓ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମାମୁଲି ନାୟକ,ସମୀର ମହାରଣା,ଅଲେଖ ସାହୁ,ରଞ୍ଜନ ପ୍ରଧାନ ଓ ଅମରେନ୍ଦ୍ର ସାହୁ ନିର୍ବାଚିତ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ
- Post published:July 26, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul