ଡିଏଭି ପବ୍ଲିକ୍ ସ୍କୁଲର ନୂତନ ଗୃହ ଭୂମି ପୂଜନ
ଅନୁଗୁଳ: ଡ଼ିଏଭି ପବ୍ଲିକ୍ ସ୍କୁଲର ନୂତନ ଗୃହ ଭୂମି ପୂଜନ ଡିଏଭି ଓଡ଼ିଶା ଶିକ୍ଷାନୁଷ୍ଠନ ସମୂହ ଆଞ୍ଚଳିକ ନିର୍ଦ୍ଦେଶକ ଡ଼.କେଶବ ଚନ୍ଦ୍ର ଶତପଥୀଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି। ଡିଏଭି ଅନୁଗୁଳ ଅଧ୍ୟକ୍ଷ ଡ଼.ସମୀର କୁମାର କାନୁନଗୋ ତତ୍ତ୍ଵାବଧାନରେ ଏକ ହୋମଯଜ୍ଞ…
