ଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଆଠମଲ୍ଲିକ: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏନଏସି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଆଶାକୁମାରୀ ସାହୁଙ୍କ ନେତୃତ୍ୱରେ ବିଜୁ…

Continue Readingଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଧାୟକଙ୍କୁ ସ୍ମାରକ

ଅନୁଗୁଳ: ବରିଷ୍ଠ ନାଗରିକ ମଞ୍ଚ ରାଣୀଗୋଡା ପକ୍ଷରୁ ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କୁ ସୋମବାର ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ମଂଚର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି କି ବରିଷ୍ଠ ନାଗରିକଙ୍କ…

Continue Readingବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଧାୟକଙ୍କୁ ସ୍ମାରକ

ଜିଲ୍ଲା କାର୍ଯ୍ୟାଳୟରେ ଶହୀଦ ଦିବସ ପାଳିତ

ଅନୁଗୁଳ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟାଳୟ ବାରଣ୍ଡାରେ ଅନୁଷ୍ଠିତ ଏକ ସଭାରେ ଦୁଇ ମିନିଟ୍…

Continue Readingଜିଲ୍ଲା କାର୍ଯ୍ୟାଳୟରେ ଶହୀଦ ଦିବସ ପାଳିତ

ତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅଣୁଗଳ୍ପ ଓ କବିତା ପାଠୋତ୍ସବ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଅଣୁଗଳ୍ପ ଓ କବିତା ପାଠୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଦୀପକ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଡଃ…

Continue Readingତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅଣୁଗଳ୍ପ ଓ କବିତା ପାଠୋତ୍ସବ

ସୁଧିରେନ୍ଦ୍ରଙ୍କ ଗୀତି କବିତା ସଂକଳନ “ଗଳି” ଉନ୍ମୋଚିତ

ଅନୁଗୁଳ: ଅନୁଗୁଳର ବରିଷ୍ଠ ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କ ଦ୍ଵିତୀୟ କବିତା ସଂକଳନ "ଗଳି" ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ କାର୍ଯ୍ୟାଳୟ ଠାରେ ଉନ୍ମୋଚିତ ହୋଇଯାଇଛି। ସୁଧିରେନ୍ଦ୍ରଙ୍କ ପିତା ବିଜୟ କୁମାର ପରିଜା ପ୍ରଦୀପ ପ୍ରଜ୍ବଳନ କରି ଏହି ବହି ଉନ୍ମୋଚନ ସମାରୋହକୁ…

Continue Readingସୁଧିରେନ୍ଦ୍ରଙ୍କ ଗୀତି କବିତା ସଂକଳନ “ଗଳି” ଉନ୍ମୋଚିତ

ଗଣତନ୍ତ୍ର ଦିବସରେ ସୁରକ୍ଷାକର୍ମୀ ପୁରସ୍କୃତ

ଅନୁଗୁଳ: ଗଣତନ୍ତ୍ର ଦିବସ ଅବସରରେ ଅନୁଗୁଳ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଭିନ୍ନ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ଏମାନଙ୍କ ମଧ୍ୟରେ ସୁରକ୍ଷାକର୍ମୀ ତ୍ରିନାଥ ନାଏକଙ୍କୁ ଡା ପ୍ରଧାନ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ…

Continue Readingଗଣତନ୍ତ୍ର ଦିବସରେ ସୁରକ୍ଷାକର୍ମୀ ପୁରସ୍କୃତ

ଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

ଅନୁଗୁଳ: ପଞ୍ଚମହାଲ ସ୍ଥିତ ଆପେ ଅଧିକୃତ ବିକ୍ରେତା ଲକ୍ଷ୍ମୀ ଅଟୋ କମବାଇନରେ ଆପେ ଅଟୋ ଇଲେକ୍ଟ୍ରିକ ତିନି ଚକିଆ ଯାନର ଉଦଘାଟିତ ହୋଇଛି। ଏ ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ରମେଶ ଚନ୍ଦ୍ର ଅଗ୍ରୱାଲ ଓ ଲକ୍ଷ୍ମୀଦେବୀ ଅଗ୍ରୱାଲ ପ୍ରଦୀପ ପ୍ରଜ୍ବଳନ…

Continue Readingଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

ପାଳଲହଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ, ଥାନା ଅଧିକାରୀ ପାରାଓ ଟୁଡୁ ସମ୍ମାନିତ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମା ଷ୍ଟାଡିୟମ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। କରୋନା ଯୋଗୁ ଗତ ୨ ବର୍ଷ ହେଲା ଲୋକମାନେ ପରେଡ଼ ଦେଖିପାରିନଥିବାରୁ ଚଳିତବର୍ଷ ଷ୍ଟାଡିୟମରେ ପ୍ରବଳ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ…

Continue Readingପାଳଲହଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ, ଥାନା ଅଧିକାରୀ ପାରାଓ ଟୁଡୁ ସମ୍ମାନିତ

କଲିଙ୍ଗ ଯୁବ ବିକାଶ କେନ୍ଦ୍ର ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବିଭିନ୍ନ ପୂଜା କମିଟି ଗୁଡିକୁ ପୁରସ୍କୃତ କରିଛନ୍ତି। ଗତ ୨୦୨୨ର ଗଣେଶ ପୂଜା, ଲକ୍ଷ୍ମୀ ପୂଜା, ଦୁର୍ଗା ପୂଜାରେ ଉତ୍କର୍ଷତା ଓ ଶାନ୍ତି ଶୃଙ୍ଖଳା ଦୃଷ୍ଟି…

Continue Readingକଲିଙ୍ଗ ଯୁବ ବିକାଶ କେନ୍ଦ୍ର ପୁରସ୍କୃତ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଛେଣ୍ଡିପଦା ବ୍ଲକ ଘେରିଲା ବିଜେପି

ଛେଣ୍ଡିପଦା: ଆଜି ଛେଣ୍ଡିପଦା ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ କରି ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ…

Continue Readingପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଛେଣ୍ଡିପଦା ବ୍ଲକ ଘେରିଲା ବିଜେପି