କିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକରେ ଏକ ନୂତନ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ରବିବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଭିତ୍ତିଭୂମି ପରଖିଛନ୍ତି। ତାଙ୍କୁ ସ୍ଥାନୀୟ ପ୍ରଶାସନ ଓ…

Continue Readingକିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Continue Readingଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

ମଦ ଡିପୋକୁ ବିରୋଧ: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରଠାରେ ରବିବାର ସରକାର ଅତ୍ୟାଧୁନିକ ମଦ ଡିପୋର ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି। ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏହାକୁ ବିରୋଧ କରିବା ସହ ମଦ…

Continue Readingମଦ ଡିପୋକୁ ବିରୋଧ: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଶପଥ ନେଲେ ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ସୋମବାର ସଂଘ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ରକିଛନ୍ତି। ସଭାପତି ଦିଲୀପ ସାହୁ ଓ ଉପସଭାପତି ନିରୋଦ କୁମାର ମିଶ୍ରଙ୍କୁ ସଂଘର ବରିଷ୍ଠ ସଭ୍ୟ ସୁବାଷ ଚନ୍ଦ୍ର ମିଶ୍ର ପଦ ଓ…

Continue Readingଶପଥ ନେଲେ ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତା

ନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଅଞ୍ଚଳରେ ସୋମବାର ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ତୃଟି ପାଇଁ ୨୬ ଜଣ ବେପାରି ଜରିମାନା କରାଯାଇଥିଲା। ସୂଚନା ଯେ, ଖାଦ୍ୟ ପେୟ ବ୍ୟବସାୟ କରୁଥିବା ଦୋକାନ,…

Continue Readingନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି

କଳାକାର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

ଅନୁଗୁଳ: ଅନୁଗୁଳ ସଂସ୍କୃତି ବିଭାଗ ପାଠାଗାର ଠାରେ ଆଜି ଅପରାହ୍ନରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କଳାକାର ସଭାପତି ଭୁପେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ଭାବେ…

Continue Readingକଳାକାର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

ନାଲକୋର ମନୋମୁଖୀ କାର୍ଯ୍ୟ କଳାପକୁ ୩୯ ଗାଁର କ୍ଷତିଗ୍ରସ୍ତ ପ୍ରଜାଙ୍କ ବିରୋଧ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଅନୁଗୁଳ: ସ୍ଥାନୀୟ କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରବିବାର ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଇ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଂଘଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପ୍ରତାରଣା କରି ନାଲକୋର ଅଧ୍ୟକ୍ଷ ଯେଉଁଭଳି ମିଥ୍ୟା…

Continue Readingନାଲକୋର ମନୋମୁଖୀ କାର୍ଯ୍ୟ କଳାପକୁ ୩୯ ଗାଁର କ୍ଷତିଗ୍ରସ୍ତ ପ୍ରଜାଙ୍କ ବିରୋଧ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଆଠମଲ୍ଲିକ ଆଇନଜୀବୀ ସଂଘର ନିର୍ବାଚନ: ସଭାପତି ହେଲେ ସୁଶାନ୍ତ, ଜିତେନ୍ଦ୍ର ହେଲେ ସମ୍ପାଦକ

ଆଠମଲ୍ଲିକ: ଆଠମଲ୍ଲିକ ଆଇନଜୀବୀ ସଂଘର ଚଳିତବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶନିବାର ଓକିଲ ସଂଘର ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ପଦ ପାଇଁ ସୁଶାନ୍ତ କୁମାର ମହାପାତ୍ର ଓ ପ୍ରମୋଦ କୁମାର ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ସମ୍ପାଦକ ପଦ…

Continue Readingଆଠମଲ୍ଲିକ ଆଇନଜୀବୀ ସଂଘର ନିର୍ବାଚନ: ସଭାପତି ହେଲେ ସୁଶାନ୍ତ, ଜିତେନ୍ଦ୍ର ହେଲେ ସମ୍ପାଦକ

ପଞ୍ଚାୟତସ୍ତରୀୟ ବାଲ୍ୟବିବାହ ନିରୋଧ ସଭା: ବାଲ୍ୟ ବିବାହର କୁପରିଣାମ ସହିତ ଦଣ୍ଡ ବିଧାନ ଉପରେ ଆଲୋଚନା

ଛେଣ୍ତିପଦା: ଅନୁଗୁଳ ଚାଇଲ୍ଡ ଲାଇନ, କୈଳାଶ ସତ୍ୟାର୍ଥୀ ଫାଉଣ୍ତେସନ, ବିଶ୍ୱଯୁବ କେନ୍ଦ୍ର ପକ୍ଷରୁ ଛେଣ୍ତିପଦା ବ୍ଲକ ବାଲିପଟ୍ଟା ପଞ୍ଚାୟତଠାରେ ବାଲ୍ୟ ବିବାହ ନିରୋଧ ସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ ରଶ୍ମିତା ଗଡନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡି,…

Continue Readingପଞ୍ଚାୟତସ୍ତରୀୟ ବାଲ୍ୟବିବାହ ନିରୋଧ ସଭା: ବାଲ୍ୟ ବିବାହର କୁପରିଣାମ ସହିତ ଦଣ୍ଡ ବିଧାନ ଉପରେ ଆଲୋଚନା

ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ନଗେନ ହେଲେ ସଭାପତି, ଶରତଙ୍କୁ ସମ୍ପାଦକ ପଦ

ଛେଣ୍ଡିପଦା: ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଆଜି ସଂଘର ୪୬ ଜଣ ସଦସ୍ୟ ମତ ସାବ୍ୟସ୍ତ କରିଥିଲେ। ସଭାପତି ପଦ ନିମନ୍ତେ ନଗେନ ନନ୍ଦ ଓ ପ୍ରଭାତ କୁମାର ବେହେରା ପ୍ରାର୍ଥୀ ହୋଇଥିଲେ। ଦୁଇ…

Continue Readingଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ନଗେନ ହେଲେ ସଭାପତି, ଶରତଙ୍କୁ ସମ୍ପାଦକ ପଦ