ଲିଙ୍ଗରାଯୋଡ଼ିରେ ଭାଇଚାରା ବାଣ୍ଟିଲେ ସୌମ୍ୟରଞ୍ଜନ

ଅନୁଗୁଳ: ସ୍ଥାନୀୟ ଲିଙ୍ଗରାଯୋଡ଼ିରେ ଦୋଲାପର୍ବ ଅବସରରେ ମେଲଣ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ଯୁବନେତା ସୌମ୍ୟରଂଜନ ସାହୁ ମେଲଣରେ ସମାବିଷ୍ଟ ଯୁବ ସାଥୀ ମାନଙ୍କୁ ଭାରତୀୟ ସଂସ୍କୃତିରେ ଦୋଳ ପର୍ବର ମହତ୍ତ୍ଵ, ଭାଇଚାରା,ସମାଜର ଉନ୍ନତି ପାଇଁ ଯୁବ ସଂଗଠନର କାର୍ଯ୍ୟକାରିତା ଉପରେ…

Continue Readingଲିଙ୍ଗରାଯୋଡ଼ିରେ ଭାଇଚାରା ବାଣ୍ଟିଲେ ସୌମ୍ୟରଞ୍ଜନ

ଡା ପ୍ରଭାତ ପଣ୍ଡା ହେଲେ ଆଇଏମ୍ଏ ରାଜ୍ୟ ସଭାପତି

ଅନୁଗୁଳ: ଡା ପ୍ରଭାତ କୁମାର ପଣ୍ଡା ଭାରତୀୟ ଚିକିତ୍ସକ ସଂଘ ବା ଆଇଏମ୍ଏର ରାଜ୍ୟ ସଭାପତି ଭାବେ ୨୦୨୩-୨୪ ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଡା ପଣ୍ଡା ଏହାପୂର୍ବରୁ ଆଇଏମ୍ଏ ତାଳଚେର- ଳଅନୁଗୁଳ ଓ ପରେ ଅନୁଗୁଳ ଶାଖାର ସମ୍ପାଦକ ଭାବେ…

Continue Readingଡା ପ୍ରଭାତ ପଣ୍ଡା ହେଲେ ଆଇଏମ୍ଏ ରାଜ୍ୟ ସଭାପତି

ମିଶନ ଆଶ୍ରା ମହିଳାଙ୍କ ସହ ହୋଲି ଓ ମହିଳା ଦିବସ ପାଳିଲା ଅନ୍ନପୂର୍ଣ୍ଣା ପରିବାର

ଅନୁଗୁଳ: ଆଜି ହୋଲି ଓ ଅନ୍ତର୍ଜାତୀୟ ମହିଳା ଦିବସ। ଏ ଅବସରରେ ତାଳଚେରର ଅନ୍ନପୂର୍ଣ୍ଣା ପରିବାରର ସଦସ୍ୟ ସ୍ଥାନୀୟ ଚମ୍ପାପଶି ଠାରେ ଥିବା ମିଶନ ଆଶ୍ରା ମହିଳାଙ୍କ ସହିତ ହୋଲି ପାଳନ କରିଛନ୍ତି। ମିଶନ ଆଶ୍ରାରେ ଥଇଥାନ ହୋଇଥିବା ମାନସିକ ବିକାର…

Continue Readingମିଶନ ଆଶ୍ରା ମହିଳାଙ୍କ ସହ ହୋଲି ଓ ମହିଳା ଦିବସ ପାଳିଲା ଅନ୍ନପୂର୍ଣ୍ଣା ପରିବାର

ଉତ୍ତରପଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ପୌରପାଳିକା ଅନ୍ତର୍ଗତ ଉତ୍ତରପଡ଼ା ନୋଡ଼ାଲ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ମୁଖ୍ୟବକ୍ତା ଭାବେ ଶାନ୍ତନ୍ତୁ ସର, ସମ୍ମାନିତ ଅତିଥି…

Continue Readingଉତ୍ତରପଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବୋର୍ଡ଼ ସୁପରଇନଟେଣ୍ଡେଣ୍ଟ ମାନଙ୍କ କର୍ମଶାଳା

ଅନୁଗୁଳ: ଜିଲ୍ଲା ଶିକ୍ଷା ଅଫିସ କାର୍ଯ୍ୟାଳୟ ସଭା କକ୍ଷରେ ରବିବାର ଦଶମ ବୋର୍ଡ ଅଧିକ୍ଷକ ମାନଙ୍କ ଦିଶାନିର୍ଦ୍ଦେଶ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏହି କର୍ମଶାଳାରେ ଉଦଘାଟନ କରିବା ସହ ଗୁଜବ…

Continue Readingବୋର୍ଡ଼ ସୁପରଇନଟେଣ୍ଡେଣ୍ଟ ମାନଙ୍କ କର୍ମଶାଳା

ପ୍ରବାଦ ପୁରୁଷଙ୍କ ଜୟନ୍ତୀରେ ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର, ୪୧ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ତଥା ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଅବସରରେ ଆଜି ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ବ୍ଲକ ସାରଙ୍ଗପୁରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ବିଜୁ…

Continue Readingପ୍ରବାଦ ପୁରୁଷଙ୍କ ଜୟନ୍ତୀରେ ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର, ୪୧ ୟୁନିଟ ରକ୍ତ ସଂଗୃହୀତ

ଟାଟା ପାୱାରର ବାର୍ଷିକ ସମ୍ମିଳନୀ, ବିଦ୍ୟୁତ ବିଲ୍ ଆଦାୟ କ୍ଷେତ୍ରରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଶଂସା

ଛେଣ୍ଡିପଦା/ ଜରପଡ଼ା: ଅନୁଗୁଳ ଇଲେକ୍ଟ୍ରିକାଲ ଡିଭିଜନସ୍ତରୀୟ ଟାଟା ପାୱାର କମ୍ପାନୀ ଡେଭଲପମେଣ୍ଟ ଲିମିଟେଡ ( ଟିପିସିଓଡିଏଲ ) ପକ୍ଷରୁ ଆନୁଆଲ ଆଭା ଶକ୍ତି ମିଟ ୨୦୨୨-୨୦୨୩ ସ୍ଥାନୀୟ ଜରପଡା କଲ୍ୟାଣ ମଣ୍ଡପରେ ଶନିବାର ଅନୁଷ୍ଠିତ ହୋଇଛି। ଆୟୋଜକ ସଂସ୍ଥା ସେଣ୍ଟର ଫର୍…

Continue Readingଟାଟା ପାୱାରର ବାର୍ଷିକ ସମ୍ମିଳନୀ, ବିଦ୍ୟୁତ ବିଲ୍ ଆଦାୟ କ୍ଷେତ୍ରରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଶଂସା

ଗ୍ୟାସ୍ ଦର ବୃଦ୍ଧିକୁ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ

ଅନୁଗୁଳ: କେନ୍ଦ୍ର ବିଜେପି ଶାସିତ ମୋଦି ସରକାର ଗତ ଦୁଇ ମାସରେ ଦୁଇ ଥର ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଅନୁଗୁଳ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)…

Continue Readingଗ୍ୟାସ୍ ଦର ବୃଦ୍ଧିକୁ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ସପ୍ତାହେ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମହିଳା ଦିବସ ୨୦୨୩କୁ କିପରି…

Continue Readingଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ସପ୍ତାହେ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଜାତୀୟ ବିଜ୍ଞାନ ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏହି ସମାରୋହକୁ ଉଦଘାଟନ କରି ଛାତ୍ର ଛାତ୍ରୀ ବିଜ୍ଞାନ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ।ସେହିଭଳି ଶିକ୍ଷକ…

Continue Readingଜାତୀୟ ବିଜ୍ଞାନ ଦିବସ ପାଳିତ