କ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଗାଁ ଲୋକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଲୋକେ କ୍ଷତି ପୂରଣ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଫୁଲପଡା ଅଞ୍ଚଳରେ ହୋଇଥିବା ପାୱାର ଗ୍ରୀଡ ସବ ଷ୍ଟେସନ…

Continue Readingକ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଗାଁ ଲୋକ

ବିନା ଅନୁମତିରେ ଚାଷ ଜମିରେ ଖୋଳାଯାଇଛି କେନାଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କ୍ଷେତ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼ କନ୍ତକୁଳ ପଞ୍ଚାୟତ କଞ୍ଜା ଗାଁର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମିରେ କେନାଲ ଖୋଳା ଯାଉଥିବାରୁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, କଞ୍ଜା ଗ୍ରାମର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମି ଖାତା…

Continue Readingବିନା ଅନୁମତିରେ ଚାଷ ଜମିରେ ଖୋଳାଯାଇଛି କେନାଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କ୍ଷେତ ମାଲିକ

ରକ୍ତଦାନ ଶିବିର: ୬୮ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତର ବଡ଼କେରା ପ୍ରାଥମିକ ବିଦ୍ୟାଳୟର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଓଡିଶା ମୋ ପରିବାର ସହ ସଂଯୋଜକ ତଥା…

Continue Readingରକ୍ତଦାନ ଶିବିର: ୬୮ ୟୁନିଟ ରକ୍ତ ସଂଗୃହୀତ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଆଉ ବରଦାସ୍ତ କରାଯିବନି ଶ୍ରମିକଙ୍କୁ ଶୋଷଣ

ଅନୁଗୁଳ: ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ୧୮ ତମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ସନ୍ତୋଷ କୁମାର ମଙ୍ଗରାଜ ଏବଂ ସମ୍ପାଦକ ଦୀନବନ୍ଧୁ ସାହୁଙ୍କ ନେତୃତ୍ଵରେ ଆୟୋଜିତ ବୈଠକରେ ବିଭିନ୍ନ…

Continue Readingଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଆଉ ବରଦାସ୍ତ କରାଯିବନି ଶ୍ରମିକଙ୍କୁ ଶୋଷଣ

ଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୈଠକ, ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଛେଣ୍ଡିପଦା ଜୋରଡା ସ୍ଥିତ ବାୟାଣୀ ପୀଠରେ ଏକ ବୈଠକ ବସିଛି। କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

Continue Readingଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୈଠକ, ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ

ଅନୁଗୋଳ ଜିଲ୍ଲାର ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ଆଜି ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ପ୍ରଥମ ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଜାତୀୟ ସଭାପତି ବିଭୂତି ଭୂଷଣ ବେହେରା ,ଉପସଭାପତି ଗଙ୍ଗାଧର ସାହୁ, ରାଜ୍ୟ ଉପ ସଭାପତି ଅନିଲ…

Continue Readingଅନୁଗୋଳ ଜିଲ୍ଲାର ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

ସମାଧାନ ହେଉନି ରେଳବାଇ ଜନିତ ସମସ୍ୟା: ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବି ପତ୍ର ଦେଲେ ବନ୍ତୋଲ ପଞ୍ଚାୟତବାସୀ

ତାଳଚେର : ରେଳବାଇ ଯୋଗୁଁ ତାଳଚେର ବ୍ଲକ ବନ୍ତୋଲ ପଞ୍ଚାୟତରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବନ୍ତୋଲ ସରପଞ୍ଚ ଜୟନ୍ତୀଲତା ପ୍ରଧାନ ଓ ସମିତି ସଭ୍ୟା ଅମ୍ରିତା ପାଣିଙ୍କ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କୁ…

Continue Readingସମାଧାନ ହେଉନି ରେଳବାଇ ଜନିତ ସମସ୍ୟା: ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବି ପତ୍ର ଦେଲେ ବନ୍ତୋଲ ପଞ୍ଚାୟତବାସୀ

ଅନୁଗୁଳରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ, ରାଷ୍ଟ୍ରୀୟ ଏକତା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ୱ

ଅନୁଗୁଳ : ବିଜେପିର ପ୍ରତିଷ୍ଠା ଦିବସ ଅନୁଗୁଳ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ପାଳିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଦଳୀୟ ପତାକା ଉତ୍ତୋଳନ କରିବା ପରେ ସଭା ଆୟୋଜିତ ହୋଇଥିଲା। ସଭାରେ ବିଜେପିର ପଞ୍ଚ ନିଷ୍ଠା ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟଏକତା,…

Continue Readingଅନୁଗୁଳରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ, ରାଷ୍ଟ୍ରୀୟ ଏକତା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ୱ

କାନ୍ଥରେ ଅଙ୍କାଯିବ ପଦ୍ମ: କାନ୍ଥଲିଖନ ଆରମ୍ଭ କଲା ଅନୁଗୁଳ ଜିଲ୍ଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ କାନ୍ଥ ଲିଖନ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଅନୁଗୁଳ ବିଧାନସଭା ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡରେ ଏହାକୁ ଆରମ୍ଭ କରିଛନ୍ତି। ଏହି ୱାର୍ଡ କାଉନସିଲର ସ୍ନେହଲତା ମହାରଣାଙ୍କ କାନ୍ଥରୁ ଏହା…

Continue Readingକାନ୍ଥରେ ଅଙ୍କାଯିବ ପଦ୍ମ: କାନ୍ଥଲିଖନ ଆରମ୍ଭ କଲା ଅନୁଗୁଳ ଜିଲ୍ଲା ବିଜେପି

ଲକ୍ଷ୍ମୀ ହୋଣ୍ଡାରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳସ୍ଥିତ ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ବୁଧବାର ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ (ଜିରୋ ଫଟାଲିଟି ସପ୍ତାହ) ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ…

Continue Readingଲକ୍ଷ୍ମୀ ହୋଣ୍ଡାରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ