ଅନୁଗୁଳରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ୭୪ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ…

Continue Readingଅନୁଗୁଳରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଛେଣ୍ଡିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ରାଜକୀୟ ସ୍ୱାଗତ, ପାଲା-ସଂକୀର୍ତ୍ତନରେ କମ୍ପିଲା ପୂରା ଅଞ୍ଚଳ

ଛେଣ୍ଡିପଦା: ଛେଣ୍ଡିପଦାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫିର ଗୋଟେ ଝଲକ ଦେଖିବା ପାଇଁ ହଜାର ହଜାର ଜନ ସମାଗମ ହୋଇଥିଲା। ବିଡିଓ ତ୍ରିବିକ୍ରମ ବେହେରା ଓ ତହସିଲଦାର ଡାନିଏଲ ଏକ୍କାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ…

Continue Readingଛେଣ୍ଡିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ରାଜକୀୟ ସ୍ୱାଗତ, ପାଲା-ସଂକୀର୍ତ୍ତନରେ କମ୍ପିଲା ପୂରା ଅଞ୍ଚଳ

ଅନୁଗୁଳ ମିଡିଆ ଆଇକନ ପକ୍ଷରୁ ନୂଆବର୍ଷ ପାଳନ ଉପଲକ୍ଷେ ବୈଠକ

ଅନୁଗୁଳ: ଅନୁଗୁଳ ମିଡିଆ ଆଇକନ ପକ୍ଷରୁ ସ୍ଥାନୀୟ ଏକ ଫାର୍ମ ହାଉସରେ ନୂଆବର୍ଷ ପାଳନ ଉପଲକ୍ଷେ ବୈଠକ ଆୟୋଜିତ ହୋଇଛି। ବୈଠକରେ ସାମ୍ବାଦିକ ସମୂହଙ୍କ ବିଭିନ୍ନ ସମସ୍ୟା ଏହାର ସମାଧାନ, ଅନୁଗୁଳ ସହରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ…

Continue Readingଅନୁଗୁଳ ମିଡିଆ ଆଇକନ ପକ୍ଷରୁ ନୂଆବର୍ଷ ପାଳନ ଉପଲକ୍ଷେ ବୈଠକ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ନେଇ ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ଥାନୀୟ ଟାଉନ ହଲ ଠାରେ ଆଗାମୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏହାକୁ ଉଦଘାଟନ କରିବା ସହ…

Continue Readingମାଟ୍ରିକ ପରୀକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ନେଇ ପ୍ରସ୍ତୁତି ବୈଠକ

ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର କର୍ମକର୍ତ୍ତା ଚୟନ: କାର୍ଯ୍ୟକାରୀ ସମ୍ପାଦକ ଭାବେ ପ୍ରଦୀପ କୁମାର ଦେବତା ମନୋନୀତ

ଭୁବନେଶ୍ୱର:ଭୁବନେଶ୍ୱର ରେଲୱେ ଅଡିଟୋରିଅମ୍ ଠାରେ ଅଲ ଓଡ଼ିଶା ଲୟର୍ସ ଆସୋସିଏସନର କର୍ମକର୍ତ୍ତା ଚୟନିତ ହୋଇଛନ୍ତି। ଗତ ୨୯ ଓ ୩୦ ଦୁଇଦିନ ଧରି ଚାଲିଥିବା ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ଆସନ୍ତା ୨ ବର୍ଷ ପାଇଁ…

Continue Readingଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର କର୍ମକର୍ତ୍ତା ଚୟନ: କାର୍ଯ୍ୟକାରୀ ସମ୍ପାଦକ ଭାବେ ପ୍ରଦୀପ କୁମାର ଦେବତା ମନୋନୀତ

ଚାକିରି ଖଣ୍ଡେ ପାଇଁ ଗର୍ଭବତୀ ସ୍ତ୍ରୀ ସହ ବିଜେଡି ଜିଲ୍ଲା ପରିଷଦଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ଦଳୀୟ କର୍ମୀ

ଅନୁଗୁଳ: ଆଜି ତାଳଚେର ବ୍ଲକ୍ ଅଞ୍ଚଳରେ ୧୯ ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ପତିଙ୍କ ଘର ସାମ୍ନାରେ ବିଜେଡି କର୍ମୀ ଧାରଣାରେ ବସିଛନ୍ତି। ଭୋଟ ପରେ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରି କର୍ମୀ…

Continue Readingଚାକିରି ଖଣ୍ଡେ ପାଇଁ ଗର୍ଭବତୀ ସ୍ତ୍ରୀ ସହ ବିଜେଡି ଜିଲ୍ଲା ପରିଷଦଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ଦଳୀୟ କର୍ମୀ

ନୂଆବର୍ଷ ପାଳିବା ସହ ଗାଁ ଲୋକଙ୍କ ସମସ୍ୟା ବୁଝିଲେ କଂଗ୍ରେସ କର୍ମକର୍ତ୍ତା, ବାଣ୍ଟିଲେ ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ

ଅନୁଗୁଳ: କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ଏବଂ ନୂତନ ବର୍ଷ ଅବସରରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଓ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ପରାମର୍ଶ କ୍ରମେ ଦଳୀୟ କାର୍ଯ୍ୟକର୍ତ୍ତା ଅନୁଗୁଳ ବ୍ଲକ ପବଲା ଗ୍ରାମର…

Continue Readingନୂଆବର୍ଷ ପାଳିବା ସହ ଗାଁ ଲୋକଙ୍କ ସମସ୍ୟା ବୁଝିଲେ କଂଗ୍ରେସ କର୍ମକର୍ତ୍ତା, ବାଣ୍ଟିଲେ ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ

ସ୍ମାଇଲ ଗ୍ରୁପ୍ ତରଫରୁ ନବ ବର୍ଷରେ ସ୍ଵେଚ୍ଛାକୃତ ରକ୍ତଦାନ

ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ସ୍ମାଇଲ ଗ୍ରୁପ ତରଫରୁ ଇଂରାଜୀ ନବବର୍ଷ ଅବସରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରାଜ୍ୟ ରକ୍ତ ଭଣ୍ଡାରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଥିରେ ୬୧ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ…

Continue Readingସ୍ମାଇଲ ଗ୍ରୁପ୍ ତରଫରୁ ନବ ବର୍ଷରେ ସ୍ଵେଚ୍ଛାକୃତ ରକ୍ତଦାନ

ନୂଆ ବର୍ଷରେ କିଛି ମାନିଲେନି, ଶାମ୍ବ ଦଶମୀରେ ବି ବୋହିନେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ-ମାଂସ

ଅନୁଗୁଳ: ଆଜି ନୂଆ ବର୍ଷର ପ୍ରଥମ ଦିନରେ ଖାଲି ଯେ ମନ୍ଦିରରେ ଭିଡ଼ ଥିଲା ତା' ନୁହଁ, ଆମିଷ ବଜାରରେ ବି ନାହିଁ ନ ଥିବା ଲୋକ ଗହଳି ଦେଖିବାକୁ ମିଳିଥିଲା। ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା ହୋଇଥିଲେ…

Continue Readingନୂଆ ବର୍ଷରେ କିଛି ମାନିଲେନି, ଶାମ୍ବ ଦଶମୀରେ ବି ବୋହିନେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ-ମାଂସ

ହାଟ ପଡ଼ିଆକୁ ସ୍ଥାନାନ୍ତର ହେଲା ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ, ଉଦଘାଟନ କଲେ ତହସିଲଦାର

ଛେଣ୍ଡିପଦା: ଛେଣ୍ଡିପଦାରେ ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ ହାଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ ପ୍ରଧାନ ଓ ଜଗନ୍ନାଥ ବସ୍ ମାଲିକ ସଂଘ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ତହସିଲଦାର ଡାନିଏଲ ଏକା, ଗୋଷ୍ଠୀ…

Continue Readingହାଟ ପଡ଼ିଆକୁ ସ୍ଥାନାନ୍ତର ହେଲା ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ, ଉଦଘାଟନ କଲେ ତହସିଲଦାର