ହିଙ୍ଗୁଳା ମନ୍ଦିରର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗକୁ ଦେବାକୁ ‘ପ୍ରଗତି’ର ଦାବି

ତାଳଚେର : ତାଳଚେର ସ୍ଥିତ ମା’ ହିଙ୍ଗୁଳା ମନ୍ଦିର ପରିଚାଳନା ଭାର ହାତକୁ ନେଇ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦେବୋତ୍ତର କମିଶନରଙ୍କୁ ଦାବି କରିଛି ପ୍ରଗତି। ଏନେଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଆଜି ପ୍ରୋଜେକ୍ଟ ଫର ରୁରାଲ…

Continue Readingହିଙ୍ଗୁଳା ମନ୍ଦିରର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗକୁ ଦେବାକୁ ‘ପ୍ରଗତି’ର ଦାବି

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ, ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଥାନାରେ ଏତଲା

ତାଳଚେର : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ଅଶୂଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଆଜି ସତ୍ୟ ସନାତନୀ ସଂଗଠନ ପକ୍ଷରୁ ତାଳଚେର ଥାନାରେ ଏତଲା ଦିଆଯାଇଛି। ରାଷ୍ଟ୍ରପତିଙ୍କ ପ୍ରତି ଅପମାନ…

Continue Readingରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ, ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଥାନାରେ ଏତଲା

ତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ

ତାଳଚେର : ତାଳଚେର ବ୍ଲକ ଘଣ୍ଟପଡ଼ାସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳନ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ତାଳଚେର ବ୍ଲକ ଗୋଷ୍ଠୀ…

Continue Readingତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ

ସମର୍ପଣ ଏକାଡେମୀରେ ଶିଶୁ ଦିବସ, ଦଶମ-ଦ୍ବାଦଶ ଟପ୍ପରଙ୍କୁ ୫୦ ହଜାର ଟଙ୍କାର ଛାତ୍ରବୃତ୍ତି ଘୋଷଣା

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ସୋମବାର ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ବୈଷ୍ଣବୀ ଦେଓ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ଚାଚା ନେହରୁଙ୍କ ଜୀବନୀ ଓ ଆଦର୍ଶ…

Continue Readingସମର୍ପଣ ଏକାଡେମୀରେ ଶିଶୁ ଦିବସ, ଦଶମ-ଦ୍ବାଦଶ ଟପ୍ପରଙ୍କୁ ୫୦ ହଜାର ଟଙ୍କାର ଛାତ୍ରବୃତ୍ତି ଘୋଷଣା

ଶିଶୁ ଦିବସ ପାଇଁ ଅନନ୍ତ ଡିଏଭିରେ ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଆୟୋଜିତ

ତାଳଚେର: ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାନଦୀ କୋଲ୍ ଫିଲ୍ଡ ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ଏହି ଉତ୍ସବରେ ଏମ୍.ସି.ଏଲ୍ ଜଗନ୍ନାଥ କ୍ଷେତ୍ରର ଏ.ପି.ଏମ୍. ବିରଞ୍ଚି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜବାହାରଲାଲ ନେହରୁଙ୍କ…

Continue Readingଶିଶୁ ଦିବସ ପାଇଁ ଅନନ୍ତ ଡିଏଭିରେ ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଆୟୋଜିତ

ଗାଁକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଦାବି, ବିଡିଓଙ୍କୁ ଭେଟିଲେ ଧଉରାଖମଣ ସାହିବାସୀ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ବାଲିପଟା ପଞ୍ଚାୟତର ଧଉରାଖମଣ ସାହିକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବି କରି ସାହିବାସୀ ଛେଣ୍ଡିପଦା ବ୍ଲକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଧଉରାଖମଣ ସାହିରେ ୩୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। କିନ୍ତୁ ସାହି ମଧ୍ୟକୁ…

Continue Readingଗାଁକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଦାବି, ବିଡିଓଙ୍କୁ ଭେଟିଲେ ଧଉରାଖମଣ ସାହିବାସୀ

ସ୍ଥାୟୀ ନିଯୁକ୍ତି ଦାବି, କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କଲେ ଠିକା କର୍ମଚାରୀ

ଛେଣ୍ଡିପଦା: ଅଲ ଓଡ଼ିଶା ଠିକା କର୍ମଚାରୀ ସଂଘର ଆହ୍ବାନ କ୍ରମେ ଛେଣ୍ଡିପଦା ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନେ ଆଜି ଠାରୁ କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। ସରକାର ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ବେଳେ ସେମାନଙ୍କୁ…

Continue Readingସ୍ଥାୟୀ ନିଯୁକ୍ତି ଦାବି, କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କଲେ ଠିକା କର୍ମଚାରୀ

ବାଳାଶ୍ରମରେ ଶିଶୁ ଦିବସ ପାଳିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ, କେକ୍ କାଟି କଲେ ସେଲିବ୍ରେସନ

ଅନୁଗୁଳ: ଆଜି ନଭେମ୍ବର ୧୪ ତାରିଖ ଚାଚା ନେହରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସ। ଏ ଅବସରରେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦର ନବଜୀବନ ବାଳାଶ୍ରମରେ ତାଳଚେରର ବହୁ ପରିଚିତ ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ଶିଶୁ ଦିବସ ପାଳନ କରିଛି। ଫାଉଣ୍ଡେସନ ପକ୍ଷରୁ ଆଶ୍ରମରେ…

Continue Readingବାଳାଶ୍ରମରେ ଶିଶୁ ଦିବସ ପାଳିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ, କେକ୍ କାଟି କଲେ ସେଲିବ୍ରେସନ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ –୨୦୨୨”

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ବାରା ସୋମବାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ମହକ – ୨୦୨୨’’ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର…

Continue Readingଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ –୨୦୨୨”

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ପ୍ରତିବାଦ, ଏତଲା ଦେଲା ମହିଳା ମୋର୍ଚ୍ଚା

ଅନୁଗୁଳ : ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ବିଜେପି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ସମ୍ପୃକ୍ତ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଏତଲା…

Continue Readingରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ପ୍ରତିବାଦ, ଏତଲା ଦେଲା ମହିଳା ମୋର୍ଚ୍ଚା