ବସୁଧାର ଉପଦେଷ୍ଟା ଭାବେ ଦାୟିତ୍ୱ ନେବା ପରେ ସ୍ବାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ
ଅନୁଗୁଳ: ବସୁଧାର ଉପଦେଷ୍ଟା ଭାବେ ଦାୟିତ୍ୱ ନେବା ପରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ସହ ଅନୁଗୁଳର ଅଧୀଷ୍ଠାତ୍ରୀ ଦେବୀ ମା…




