‘ଦୁର୍ନୀତି ନ ହଟିଲେ ବିକାଶ ଅସମ୍ଭବ’, ଦୁର୍ନୀତି ନିବାରଣ ସପ୍ତାହ ପାଳନରେ ମତବ୍ୟକ୍ତ କଲେ ଅଧିକାରୀ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି। ତାଳଚେର ଟିଏଫ୍ଏଲ ସିଆଇଏସଏଫ୍ ୟୁନିଟ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁକୁଡ଼ାଙ୍ଗ ସରପଞ୍ଚ ପାରିଜାତ ସେଠୀ, ପୂର୍ବତନ ସରପଞ୍ଚ ତଥା ବିଜେପି ଜିଲ୍ଲା…

Continue Reading‘ଦୁର୍ନୀତି ନ ହଟିଲେ ବିକାଶ ଅସମ୍ଭବ’, ଦୁର୍ନୀତି ନିବାରଣ ସପ୍ତାହ ପାଳନରେ ମତବ୍ୟକ୍ତ କଲେ ଅଧିକାରୀ

ପ୍ରଶାସନ କିଛି ନ କରିବାରୁ ପୁଣି ଛେଣ୍ଡିପଦା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କଲେ କୋଶଳା କ୍ରିୟାନୁଷ୍ଠାନ କମିଟି ଓ ଗ୍ରାମବାସୀ

ଅନୁଗୁଳ: ପୁଣିଥରେ କୋଶଳା ଗ୍ରାମର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କରାଯାଇଛି। ଏହି ରାଜପଥ ଦେଇ ପ୍ରତ୍ୟହ ବେଆଇନ ଭାବେ ତାଳଚେର କୋଇଲା ଖଣିରୁ ହଜାର ହଜାର କୋଇଲା ଭର୍ତ୍ତି ଟ୍ରକ…

Continue Readingପ୍ରଶାସନ କିଛି ନ କରିବାରୁ ପୁଣି ଛେଣ୍ଡିପଦା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କଲେ କୋଶଳା କ୍ରିୟାନୁଷ୍ଠାନ କମିଟି ଓ ଗ୍ରାମବାସୀ

କାର୍ତ୍ତିକେଶ୍ବର ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ୬୧ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନୁଗୁଳ ବ୍ଲକର କୋଠଭୂଇଁ ପଞ୍ଚାୟତରେ କୋଠଭୂଇଁ କାର୍ତ୍ତିକେଶ୍ବର ପୂଜା କମିଟି ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଶିବିରରେ ମୁଖ୍ୟ ଅତିଥି…

Continue Readingକାର୍ତ୍ତିକେଶ୍ବର ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ୬୧ ୟୁନିଟ ରକ୍ତ ସଂଗୃହୀତ

ଜିଲ୍ଲା ସ୍ତରୀୟ ଏଡସ୍ ନିୟନ୍ତ୍ରଣ କମିଟି ବୈଠକ

ଅନୁଗୁଳ: ଜିଲ୍ଲା ସ୍ତରୀୟ ଏଡସ୍ ନିୟନ୍ତ୍ରଣକମିଟି ବୈଠକ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇବା…

Continue Readingଜିଲ୍ଲା ସ୍ତରୀୟ ଏଡସ୍ ନିୟନ୍ତ୍ରଣ କମିଟି ବୈଠକ

ଜିଲ୍ଲା କାର୍ଯ୍ୟାଳୟ ଭିତରେ ଗଳିତ ଷଣ୍ଢ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଭିତରେ ନବସନ୍ଧା ବିଭାଗ ନିକଟରେ ଦୁଇ ଦିନ ହେବ ଗୋଟିଏ ଷଣ୍ଢ ମରି ପଡିଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ଗୋ ସେବକ ରୁକେଶ ରସନ ଦାସ।…

Continue Readingଜିଲ୍ଲା କାର୍ଯ୍ୟାଳୟ ଭିତରେ ଗଳିତ ଷଣ୍ଢ

ମନରେଗା କାମ ମେସିନରେ କରିବାକୁ ବିରୋଧ, ଯୁବକଙ୍କୁ ମାଡ଼

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ସଇଡା କେଲ ସାହିଠାରେ ମନରେଗା କାମ ମେସିନ୍ ଦ୍ଵାରା ଚାଲିଥିବା ବେଳେ ସେହି ଗାଁର ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ମାଡ଼ ଖାଇଥିବା ଯୁବକ ଆଜି…

Continue Readingମନରେଗା କାମ ମେସିନରେ କରିବାକୁ ବିରୋଧ, ଯୁବକଙ୍କୁ ମାଡ଼

ତାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅବନୀକାନ୍ତ ସାହୁ, ସମ୍ବର୍ଦ୍ଧନା ଜଣାଇଲା ବିଜୁ ଯୁବ ଜନତା ଦଳ

ଅନୁଗୁଳ: ଆଜି ତାମଡ଼ାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅବନୀକାନ୍ତ ସାହୁ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ମ୍ୟୁନିସିପାଲଟି ସ୍ଥିତ ହେମସୁରପଡାର ଡିଆଇସି ଛକ ଠାରେ ଦଳ ତରଫରୁ ଅବନୀକାନ୍ତଙ୍କୁ ସ୍ୱାଗତ…

Continue Readingତାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅବନୀକାନ୍ତ ସାହୁ, ସମ୍ବର୍ଦ୍ଧନା ଜଣାଇଲା ବିଜୁ ଯୁବ ଜନତା ଦଳ

ଦୁର୍ନୀତି ନିବାରଣ ସପ୍ତାହ ପାଳନ : ବଜାର ବୁଲି ସଚେତନ କଲେ ଭିଜିଲାନ୍ସ ଅଧିକାରୀ

ଅନୁଗୁଳ: ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଛି। ଏ ଅବସରରେ ବୁଧବାର ଭିଜିଲାନ୍ସ କାର୍ଯ୍ୟାଳୟ ପରିସରରୁ ଏକ ରାଲି ବାହାରି ଦୁର୍ନୀତି ନିବାରଣ ପାଇଁ ସ୍ଳୋଗାନ୍ ଦେଇ ବଜାର ପରିକ୍ରମା କରିଥିଲେ, ଏହି ରାଲି ହେମସୁରପଡା ଛକ,…

Continue Readingଦୁର୍ନୀତି ନିବାରଣ ସପ୍ତାହ ପାଳନ : ବଜାର ବୁଲି ସଚେତନ କଲେ ଭିଜିଲାନ୍ସ ଅଧିକାରୀ

ଥର୍ମାଲ ପ୍ଲାଣ୍ଟରେ ନିଯୁକ୍ତି ନେଇ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲା ଠିକା ଶ୍ରମିକ ସଂଘ

ତାଳଚେର : ତାଳଚେର ଥର୍ମାଲ ପ୍ଲାଣ୍ଟରେ ଶିଳ୍ପ ନଗରୀ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ଦାବି କରି ଆନ୍ଦୋଳନରେ ବସିଥିବା ଶ୍ରମିକମାନେ ଆନ୍ଦୋଳନରୁ ଓହରିଛନ୍ତି। ଅମଲାପଡ଼ା ସ୍ଥିତ ଥର୍ମାଲ ପମ୍ପ ହାଉସ ଗେଟ୍ ନିକଟରେ ସଂଘର…

Continue Readingଥର୍ମାଲ ପ୍ଲାଣ୍ଟରେ ନିଯୁକ୍ତି ନେଇ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲା ଠିକା ଶ୍ରମିକ ସଂଘ

ବଅଁରପାଳ ବ୍ଲକରେ ବିଜେଡିର ଜନ ସମ୍ପର୍କ ଯାତ୍ରା, ଯୋଗ ଦେଲେ ଶହ ଶହ କର୍ମୀ

ଅନୁଗୁଳ: ଆଜି ବଅଁରପାଳ ବ୍ଲକର କରଡାଗାଡିଆ, ବେଣାଗାଡିଆ, ଜରାସିଂହା ଓ କୁମଣ୍ଡ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ଏ ଅବସରରେ କୁମଣ୍ଡ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର…

Continue Readingବଅଁରପାଳ ବ୍ଲକରେ ବିଜେଡିର ଜନ ସମ୍ପର୍କ ଯାତ୍ରା, ଯୋଗ ଦେଲେ ଶହ ଶହ କର୍ମୀ