ଉପଜିଲ୍ଲାପାଳଙ୍କ ମହାନତା ! ଅନ୍ତେବାସୀଙ୍କ ସହ ଦୀପାବଳି ପାଳିବା ସହ ବାଣ୍ଟିଲେ ମିଠା ଓ ସବୁଜ

ଆଠମଲ୍ଲିକ: ଦୀପାବଳି ପର୍ବକୁ ସମସ୍ତେ ନିଜ ନିଜ ପରିବାର ସହ ପାଳୁଥିବା ବେଳେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ଏଥରକ ନିଆରା ଢଙ୍ଗରେ ଆଲୋକର ଉତ୍ସବ ପାଳନ କରିଛନ୍ତି। ଉପଜିଲ୍ଲାପାଳ ଏଥର ସ୍ଥାନୀୟ ବାଳାଶ୍ରମରେ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଛନ୍ତି।…

Continue Readingଉପଜିଲ୍ଲାପାଳଙ୍କ ମହାନତା ! ଅନ୍ତେବାସୀଙ୍କ ସହ ଦୀପାବଳି ପାଳିବା ସହ ବାଣ୍ଟିଲେ ମିଠା ଓ ସବୁଜ

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ସ୍କୁଲରେ ଆଜି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଛି। ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବାନନ୍ଦ…

Continue Readingବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨

ଅବସରପ୍ରାପ୍ତ ପୋଲିସ କର୍ମଚାରୀ ତଥା ସାମ୍ବାଦିକଙ୍କ ପିତୃ ବିୟୋଗ, ଶୋକବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅନୁଗୁଳ : ସ୍ଥାନୀୟ ତୁରଙ୍ଗ ନିବାସୀ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଶୁକ୍ରବାର ଅପରାହ୍ନରେ ନିଜ ବାସ ଗୃହରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସୁଜନ ନାୟକ (୮୪)। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକଜନିତ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ…

Continue Readingଅବସରପ୍ରାପ୍ତ ପୋଲିସ କର୍ମଚାରୀ ତଥା ସାମ୍ବାଦିକଙ୍କ ପିତୃ ବିୟୋଗ, ଶୋକବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ

ଆଠମଲ୍ଲିକ : ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ ଶୁକ୍ରବାର ଆଠମଲ୍ଲିକ ମା ବିନିକେୟୀ ଶକ୍ତିପୀଠରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ସଭାପତି ରାମଚନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ…

Continue Readingଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ

ପୁଅ ମୃତ୍ୟୁର ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ବାପା

ଅନୁଗୁଳ: ପୁଅ ମୃତ୍ୟୁର ତଦନ୍ତ ପାଇଁ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀର ପ୍ରସନ୍ନ ବାରିକ। ପ୍ରସନ୍ନଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ପଦ୍ମ ଚରଣ ବାରିକଙ୍କର ଗତ ମାର୍ଚ୍ଚ ୧୯ରେ…

Continue Readingପୁଅ ମୃତ୍ୟୁର ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ବାପା

ଜିଲ୍ଲା କୃଷକ ମହାସଂଘର ବାର୍ଷିକ ସମ୍ମିଳନି

ଅନୁଗୁଳ: ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଶୁକ୍ରବାର କୃଷିଭବନ ସଭାଗୃହରେ ଜିଲ୍ଲା କୃଷକ ମହାସଂଘର ବାର୍ଷିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। ସଭାପତି ଅରକ୍ଷିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଦେବାଶିଷ…

Continue Readingଜିଲ୍ଲା କୃଷକ ମହାସଂଘର ବାର୍ଷିକ ସମ୍ମିଳନି

ଜେଏସପି ଫାଉଣ୍ଡେସନର ଯଶସ୍ୱୀ ଦ୍ବାରା ବାଳିକା ଦକ୍ଷତା ବିକାଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପୋୱୋର(ଜେଏସପି)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଭାବେ କୋର୍ଯ୍ୟ କରୁଥିବା ଜେଏସ୍ପି ଫୋଉଣ୍ଡେସନ ଦ୍ବାରା ପ୍ରତିଭା ସମ୍ପନ୍ନ ବାଳିକା ଓ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଆରମ୍ଭ କରାଯାଇଥିବା ଯଶସ୍ୱୀ ଯୋଜନା…

Continue Readingଜେଏସପି ଫାଉଣ୍ଡେସନର ଯଶସ୍ୱୀ ଦ୍ବାରା ବାଳିକା ଦକ୍ଷତା ବିକାଶ

ଇଂରାଜୀ ଶିକ୍ଷକଙ୍କ ବଦଳି ରୋକିବାକୁ ଧାରଣାରେ ବସିଲେ ବଡ଼ କେରଜାଙ୍ଗ ସ୍କୁଲ ଛାତ୍ରଛାତ୍ରୀ

ଅନୁଗୁଳ: ଇଂରାଜୀ ଶିକ୍ଷକଙ୍କ ବଦଳି ରୋକିବା ଦାବିରେ ଆଜି ସ୍ଥାନୀୟ ବଅଁରପାଳ ବ୍ଲକ ବଡ଼ କେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଶିକ୍ଷକଙ୍କ ବଦଳି ରୋକିବା ପାଇଁ ଆଜି ସମସ୍ତ ଛାତ୍ରଛାତ୍ରୀ ଫାଟକରେ ତାଲା ପକାଇ ଧାରଣା…

Continue Readingଇଂରାଜୀ ଶିକ୍ଷକଙ୍କ ବଦଳି ରୋକିବାକୁ ଧାରଣାରେ ବସିଲେ ବଡ଼ କେରଜାଙ୍ଗ ସ୍କୁଲ ଛାତ୍ରଛାତ୍ରୀ

ଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ୩୦୦F, କମ୍ ଦାମରେ କିଣିପାରିବେ ଗ୍ରାହକ

ଅନୁଗୁଳ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପ୍ରିମିୟମ ସେଗମେଣ୍ଟର ଅଧିକୃତ ବିକ୍ରେତା ହୋଣ୍ଡା ବିଗ୍ ଉଇଙ୍ଗରେ ୩୦୦F ର ବଜାର ପ୍ରବେଶ ହେଇଛି। ଉପସ୍ଥିତ ଗ୍ରାହକଙ୍କ କର କମଳରେ ଏହି ବଜାର ପ୍ରବେଶ କରାଯାଇଥିଲା। ଏହି ମୋଟର ସାଇକେଲରେ ହୋଣ୍ଡା…

Continue Readingଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ୩୦୦F, କମ୍ ଦାମରେ କିଣିପାରିବେ ଗ୍ରାହକ

ଲକ୍ଷ୍ମୀ ପୂଜା ଭଷାଣି: କେନ୍ଦ୍ରୀୟ ପୂଜା କମିଟି କଥା ରହିଲାନି

ଅନୁଗୁଳ: ବୁଧବାର ଅନୁଗୁଳ ଲକ୍ଷ୍ମୀ ପୂଜାର ସମ୍ମିଳିତ ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ତିନିଟା ରୁ ରାତି ଏଗାର ଟା ପର୍ଯ୍ୟନ୍ତ ବାଜା ରୋଷଣୀରେ ସହର ପଡୁଥିଲା ଉଠୁଥିଲା। ତେବେ ଗୋଟିଏ କଥା ଲକ୍ଷ କରାଗଲା କେନ୍ଦ୍ରୀୟ ପୂଜା କମିଟି…

Continue Readingଲକ୍ଷ୍ମୀ ପୂଜା ଭଷାଣି: କେନ୍ଦ୍ରୀୟ ପୂଜା କମିଟି କଥା ରହିଲାନି