ଗଜଲକ୍ଷ୍ମୀ ପୂଜା ମଣ୍ଡପ ଉନ୍ମୋଚିତ
ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତରେ ରବିବାର ଗଜଲକ୍ଷ୍ମୀ ପୂଜା ମଣ୍ଡପର ଉନ୍ମୋଚନ କରାଯାଇଛି। ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ନଡ଼ିଆ ଭାଙ୍ଗି ପୂଜାମଣ୍ଡପକୁ ଉନ୍ମୋଚିତ କରିଥିଲେ।…
