୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ
ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଜିଲ୍ଲା କାର୍ଯ୍ୟାଳୟଠାରେ ମଙ୍ଗଳବାର ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହ ରକ୍ଷୀ ମାନଙ୍କର ଦେଶସେବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଜିଲ୍ଲା କାର୍ଯ୍ୟାଳୟଠାରେ ମଙ୍ଗଳବାର ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହ ରକ୍ଷୀ ମାନଙ୍କର ଦେଶସେବା…
ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲ ନିକଟରେ ସାପ୍ତାହିକ ହାଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଯୋଗ ଦେଇ ସାପ୍ତାହିକ ହାଟର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ…
ଆଠମଲ୍ଲିକ : ଆଠମଲ୍ଲିକ ସହର ଅଞ୍ଚଳରେ ବୁଲୁଥିବା ୨ ଜଣ ଅସହାୟ ମହିଳାଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ମିଶନ ଆଶ୍ରାରେ ଥଇଥାନ କରାଯାଇଛି। ସୂଚନା ମୁତାବକ, ଗତ କିଛିଦିନ ହେଲା ୨ ଜଣ ମହିଳା ଅସହାୟ ଅବସ୍ଥାରେ ସହରରେ ବୁଲୁଥିଲେ।…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ…
ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତର ଶାବଳଭଙ୍ଗା ଗାଁର କୁମ୍ଭାରସାହିବାସୀ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ସୋମବାର ଦାବି ପ୍ରଦାନ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଗାଁ ଲୋକେ ଏବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଶାବଳଭଙ୍ଗାର କୁମ୍ଭାର…
ପାଳଲହଡ଼ା: ପାଳଲହଡ଼ାବାସୀଙ୍କ ଗମନାଗମନକୁ ସହଜ କରିବା ପାଇଁ ଆଜି ବିଧାୟକ ମୁକେଶ ପାଲ ତିନିଟି ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି। ବିଧାୟକ ପାଳଲହଡା ବ୍ଲକ ଆଲୋରି ପଞ୍ଚାୟତ ସାପଝରା ଠାରୁ ତେଲକୋଇ ବ୍ଲକ ସରେଇ ଗ୍ରାମ ପର୍ଯ୍ୟନ୍ତ ସମାକୋଇ ନଦୀ ଉପରେ ୬୭୫,୯୬…
ଅନୁଗୁଳ: ସ୍ଥାନୀୟ ୟୁକୋ ଆର.ସେ.ଟି ଠାରେ ୩୫ ଜଣ ମହିଳା ଏବଂ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩୦ ଦିନିଆ ବିୟୁଟି ପାର୍ଲର ପରିଚାଳନା ତାଲିମ ଶିବିର ଉଦଘାଟିତ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶିକା ଅର୍ଚ୍ଚନା ଦେହୁରୀ, ଅଗ୍ରଣୀ ବ୍ୟାଙ୍କ ଜିଲ୍ଲା ପରିଚାଳକ…
ତାଳଚେର : ଓଡ଼ିଶା ସତ୍ୟ ସନାତନ ପ୍ରଜା ସମିତି ଆନୁକୂଲ୍ୟରେ ତାଳଚେର ଥର୍ମାଲ ନିକଟସ୍ଥ ସାପ୍ତାହିକ ହାଟରେ ଆଜି ୪ର୍ଥ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡିଶା ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି…
ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍ପି) ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆଶା ଦି ହୋପ ପକ୍ଷରୁ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବେଣାଗାଡିଆ ହାଇସ୍କୁଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶନିବାର ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଆଶା ଦି ହୋପର ପିଲାମାନଙ୍କ ସହିତ ପ୍ରାୟ…
ଅନୁଗୁଳ: ସ୍ଥାନୀୟ ନାଲକୋ ନିକଟସ୍ଥ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମକେନ୍ଦ୍ର ଠାରେ ଆଜି ସକାଳେ ଅକ୍ଷମତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଏସ୍ ଶୁଭଲକ୍ଷ୍ମୀ ଯୋଗ ଦେଇ ଅକ୍ଷମତା ଦିବସ ପାଳନର ଗୁରୁତ୍ୱ ଓ…