କିନ୍ନର ଓ ଯୌନକର୍ମୀଙ୍କ ପାଇଁ ମନୋବିଜ୍ଞାନୀ ଆବଶ୍ୟକ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକରୁ ୪ ଗୋଟି ବ୍ଲକରେ ମେଡିକସ ପକ୍ଷରୁ କିନ୍ନର ଓ ମହିଳା ଯୌନକର୍ମୀଙ୍କ ମଧ୍ୟରେ ରହିଥିବା ଏଚଆଇଭି ପଜିଟିଭ ମାନଙ୍କୁ ଚିହ୍ନଟ ଓ ଚିକିତ୍ସା ସେବା ସହିତ ଉପଯୁକ୍ତ ପରାମର୍ଶ ଦିଆ ଯାଉଛି। ମେଡିକସ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକରୁ ୪ ଗୋଟି ବ୍ଲକରେ ମେଡିକସ ପକ୍ଷରୁ କିନ୍ନର ଓ ମହିଳା ଯୌନକର୍ମୀଙ୍କ ମଧ୍ୟରେ ରହିଥିବା ଏଚଆଇଭି ପଜିଟିଭ ମାନଙ୍କୁ ଚିହ୍ନଟ ଓ ଚିକିତ୍ସା ସେବା ସହିତ ଉପଯୁକ୍ତ ପରାମର୍ଶ ଦିଆ ଯାଉଛି। ମେଡିକସ…
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ ପକ୍ଷରୁ ଗଣଧାରଣା ଦିଆଯାଇଛି। ସୂଚନା ଅନୁଯାୟୀ, ୮ ଦଫା ଦାବି ନେଇ ୭ଟି ବ୍ଲକର ଅଙ୍ଗନବାଡି କର୍ମୀ ଓ ସହାୟକ ମାନେ ଆଜି ସ୍ଥାନୀୟ…
ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ବବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, ଜିଲ୍ଲା ଏଡସ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ (DAPSU) ଏବଂ ଅନ୍ୟମାନଙ୍କ ସହଯୋଗରେ ବିଶ୍ବ ଏଡସ ଦିବସ ପାଳିତ ହୋଇଛି। ଏ ଅବସରରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସଭା କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀମତୀ ପ୍ରଧାନ ନିଜ ବକ୍ତବ୍ୟରେ ଏଚଆଇଭି ପୀଡିତଙ୍କୁ ସମାଜର…
ଅନୁଗୁଳ: ଆଜି ହେଉଛି ବିଶ୍ୱ ଏଡସ୍ ଦିବସ। ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରିମିଟ କଲେଜ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଏଡସ୍ ଦିବସ ପାଳନ ସହିତ ଏଡସ୍ ହଟାଓ ଦେଶ ବଞ୍ଚାଅର ନାରା ବାଜି ଦେଇ ଛାତ୍ରଛାତ୍ରୀ ବଜାର…
ଅନୁଗୁଳ: ସ୍ଥାନୀୟ ଏନଟିପିସି ଥାନା ଆମ୍ବପାଳ ଗାଁରେ ଏନଟିପିସି ଓ ଜେଆଇଟିପିଏଲର ପାଉଁଶ ବୋଝେଇ ଗାଡ଼ି ଗୁଡ଼ିକ ଦିନ ରାତି ରାସ୍ତା କଡ଼ରେ ପାଉଁଶ ଗଦାଇବା ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି। ଏହାକୁ ବିରୋଧ କରି ବୁଧବାର ଗାଁ ଲୋକେ…
ଅନୁଗୁଳ: ଅନୁଗୁଳ ଜିଲ୍କା ମୁଖ୍ୟ ଚିକିତ୍ସାଳୟ ଏସଏନସିୟୁ ବିଭାଗରେ କାର୍ଯ୍ୟରତ ଜଣେ ଠିକା ନର୍ସଙ୍କ ବିରୁଦ୍ଧରେ ଲାଞ୍ଚ ମାଗିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଡାକ୍ତରଖାନା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ନର୍ସଙ୍କୁ ଉକ୍ତ ୱାର୍ଡ…
ତାଳଚେର: ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୁରକ୍ଷା ମଞ୍ଚର କହିବାନୁଯାୟୀ, ଭାରତ ସ୍ୱାଧୀନ ହେବା ପୂର୍ବରୁ ମଧ୍ୟ କଳାହୀରାରର ସନ୍ଧାନ ପରେ ଇଂରେଜ…
ଅନୁଗୁଳ : ସଂଘକୁ ମିଳୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗରେ ଆଜି ସ୍ଥାନୀୟ ବଲଙ୍ଗ ପଞ୍ଚାୟତର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ହେଉଛି, ସରକାରଙ୍କ ପକ୍ଷରୁ ସଂଘଗୁଡ଼ିକୁ ଆସୁଥିବା ଅର୍ଥରାଶି ହେରଫେର ହେଉଛି। ବଲଙ୍ଗ ପଞ୍ଚାୟତର ସଂଘମାନଙ୍କର…
ଅନୁଗୁଳ: ଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର ଏସ୍ଇଏସକ୍ୟୁ କ୍ରିୟାନ୍ବୟନ ବୈଠକ ଶନିବାର ଅଧ୍ୟକ୍ଷ ଡକ୍ଟର ଶତ୍ରୁଘ୍ନ ବେହେରାଙ୍କ ତତ୍ତ୍ୱାବଧାନରେ ନାଲକୋନଗର ସରସ୍ଵତୀ ବିଦ୍ୟାଳୟ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏଥିରେ ୭ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି…