ଲାଞ୍ଚ ଅଭିଯୋଗରେ ଏସଏନସିୟୁରୁ ନର୍ସ ବିଦା

0

ଅନୁଗୁଳ: ଅନୁଗୁଳ ଜିଲ୍କା ମୁଖ୍ୟ ଚିକିତ୍ସାଳୟ ଏସଏନସିୟୁ ବିଭାଗରେ କାର୍ଯ୍ୟରତ ଜଣେ ଠିକା ନର୍ସଙ୍କ ବିରୁଦ୍ଧରେ ଲାଞ୍ଚ ମାଗିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଡାକ୍ତରଖାନା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ନର୍ସଙ୍କୁ ଉକ୍ତ ୱାର୍ଡ ରୁ କାଢି ଆଇଡିଏସପି ବିଭାଗକୁ ବଦଳି କରାଯାଇଛି।ଉକ୍ତ ନର୍ସଙ୍କ ନାମ ଏସ ବିଶ୍ୱାଳ ବୋଲି ଜଣାପଡିଛି।ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.

error: Content is protected !!