ଜରାସିଙ୍ଗା ପଞ୍ଚାୟତରେ ‘ମନ୍ କୀ ବାତ୍’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ରବିବାର ଅନୁଗୁଳ ଜିଲ୍ଲାସ୍ଥିତ ଜରାସିଙ୍ଗା ପଞ୍ଚାୟତ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ 'ମନ୍ କୀ ବାତ୍' ଶୁଣିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ଶତାଧିକ କାର୍ଯ୍ୟକର୍ତ୍ତା ଓ…

Continue Readingଜରାସିଙ୍ଗା ପଞ୍ଚାୟତରେ ‘ମନ୍ କୀ ବାତ୍’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

ଶ୍ରୀ ଗୋପାଳ ଗୋଶାଳାରେ ପାଳନ ହେବ ଗୋପାଷ୍ଟମୀ ମେଳା

ଅନୁଗୁଳ: ଆସନ୍ତା ୩୦ ଅକ୍ଟୋବର ୨୦୨୫, ଗୁରୁବାର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀ ଗୋପାଳ ଗୋଶାଳା, ରକ୍ତଲେଇ, ଅନୁଗୁଳ ଆନୁକୂଲ୍ୟରେ ପବିତ୍ର ଗୋପାଷ୍ଟମୀ ମେଳା ବର୍ଣ୍ଣାଢ୍ୟ ଭାବେ ପାଳନ ହେବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ…

Continue Readingଶ୍ରୀ ଗୋପାଳ ଗୋଶାଳାରେ ପାଳନ ହେବ ଗୋପାଷ୍ଟମୀ ମେଳା

ଡଃ ନିମାଇଁ ଚରଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଶତାଧିକ ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧାଞ୍ଜଳି

ତାଳଚେର: ତାଳଚେରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ "ଆମ ପ୍ରତିଭା ଆମ ପରିଚୟ" ଏବଂ ଦୈନିକ ଖବରକାଗଜ "ଆଗେଇବା" ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟାପକ ତଥା 'ଆମ ପ୍ରତିଭା ଆମ ପରିଚୟ'ର ପୂର୍ବତନ ଆଜୀବନ ସାଧାରଣ ସମ୍ପାଦକ ସ୍ୱର୍ଗତ ଡଃ ନିମାଇଁ ଚରଣ ପ୍ରଧାନଙ୍କର…

Continue Readingଡଃ ନିମାଇଁ ଚରଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଶତାଧିକ ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧାଞ୍ଜଳି

ସାନ୍ତରାପୁର ଗାଁରେ ବେଆଇନ ମଦ ବିକ୍ରିକୁ ମହିଳାଙ୍କ ବିରୋଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ସାନ୍ତରାପୁର (ଖ) ଗାଁରେ ବେଆଇନ ମଦ କାରବାରକୁ ବିରୋଧ କରି ଗ୍ରାମର ମହିଳା ଓ ଅନ୍ୟ ବାସିନ୍ଦାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଗାଁରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି। ପୂର୍ବରୁ…

Continue Readingସାନ୍ତରାପୁର ଗାଁରେ ବେଆଇନ ମଦ ବିକ୍ରିକୁ ମହିଳାଙ୍କ ବିରୋଧ

ବାୟାଣୀ ପୀଠରେ ଯୁବ ଗୋଷ୍ଠୀଙ୍କ ସଫେଇ ଓ ୧୦୦୧ ଦୀପ ପ୍ରଜ୍ୱଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମରେ ଥିବା ମା' ବାୟାଣୀଙ୍କ ପୀଠରେ ଶତାଧିକ ଯୁବକ ଓ ଯୁବତୀ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଆଗାମୀ ନୂଆବର୍ଷରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ଉଦ୍ୟମ କରାଯାଇଛି,…

Continue Readingବାୟାଣୀ ପୀଠରେ ଯୁବ ଗୋଷ୍ଠୀଙ୍କ ସଫେଇ ଓ ୧୦୦୧ ଦୀପ ପ୍ରଜ୍ୱଳନ

ସାପଘରାରେ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସାପଘରା ସଭାଘରେ ବିଶ୍ୱ ଯୁବ କେନ୍ଦ୍ର, ବଣିନାଳି ଦ୍ୱାରା ପରିଚାଳିତ ‘ଆକ୍ସେସ ଟୁ ଜଷ୍ଟିସ’ ପ୍ରକଳ୍ପ ଅଧୀନରେ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କିତ ସଚେତନତା ଓ ସମ୍ପର୍କ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

Continue Readingସାପଘରାରେ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ବୈଠକ

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ସୁଭଦ୍ରା ନାଏକ

ଅନୁଗୁଳ: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ୧୦ ନମ୍ବର ଜୋନରୁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଭାବେ ଲଢ଼ିଥିବା ସୁଭଦ୍ରା ନାଏକ  ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି। ପାଳଲହଡ଼ା ବିଧାୟକ…

Continue Readingକଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ସୁଭଦ୍ରା ନାଏକ

ଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଅନୁଗୁଳ: ବୁଧବାର ଅନୁଗୋଳ ସହରରେ ଗଜଲକ୍ଷ୍ମୀ ପୂଜା ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଉଭୟ ପୋଲିସ ଓ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଯାଞ୍ଚ କରାଯାଉଥିବା ଦେଖାଯାଇଛି। ମୁଖ୍ୟତଃ ଏହି…

Continue Readingଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ଅନୁଗୁଳ: ବୁଧବାର ସକାଳ ୯ ଘଟିକାରେ ଅନୁଗୁଳ କାଲଟାକ୍ସ ଛକ ଠାରେ ଅମରବାଣୀ ଇଂଲିଶ ମିଡିୟମ ସ୍କୁଲ (ICSE) ଦ୍ୱାରା "ସ୍ୱଚ୍ଛ ପରିବେଶ, ସୁସ୍ଥ ସ୍ୱାସ୍ଥ୍ୟ" ସଂକଳ୍ପ ନେଇ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଜେ. ଶର୍ମିଲାଙ୍କ…

Continue Readingଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

କୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଲାଡ ସେଣ୍ଟ୍ରାଲ ମହାଲକ୍ଷ୍ମୀ ପୂଜା କମିଟି ଓ ବଣିକ ସଂଘ ପୂଜା କମିଟି ମିଳିତ ଭାବେ ମା’ଙ୍କ ଆଜ୍ଞାଲଡୁ ସୋମବାର ନିଲାମ କରିଥିଲେ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଜ୍ଞାଲଡୁ ପାଇଁ ଉତ୍ସାହ ଦେଖାଗଲା। ନିଲାମରେ “ରୋଡ ଆଣ୍ଡ ରୁଫ”…

Continue Readingକୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ