ଡିଏଭି ପବ୍ଲିକ୍ ସ୍କୁଲ, ଅନୁଗୁଳରେ ଶିଶୁ ଦିବସ ପାଳିତ: ଦୁଇଟି ପର୍ଯ୍ୟାୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଅନୁଗୁଳ: ଡିଏଭି ପବ୍ଲିକ୍ ସ୍କୁଲ୍, ଅନୁଗୁଳ ତରଫରୁ ବ୍ଲାକ୍ ଡାଇମଣ୍ଡ ସଭାଗୃହ ଠାରେ ଆଡମ୍ବର ସହକାରେ ଶିଶୁ ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା । ଏଥିରେ ଏଲ୍.କେ.ଜି. ଠାରୁ ଦ୍ୱିତୀୟ ଶ୍ରେଣୀ…

Continue Readingଡିଏଭି ପବ୍ଲିକ୍ ସ୍କୁଲ, ଅନୁଗୁଳରେ ଶିଶୁ ଦିବସ ପାଳିତ: ଦୁଇଟି ପର୍ଯ୍ୟାୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ସମର୍ପଣ ଏକାଡେ଼ମୀରେ ଶିଶୁ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ସ୍ଥିତ ସମର୍ପଣ ଏକାଡେ଼ମୀର ତିନୋଟି ଯାକ କ୍ୟାମ୍ପସ – ଅମଲପଡା, ପ୍ରଗତିନଗର ଓ ମାଟିଆସାହି ଠାରେ ମହା ଆନନ୍ଦର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଦେଶକ ନିରୋଦ…

Continue Readingସମର୍ପଣ ଏକାଡେ଼ମୀରେ ଶିଶୁ ଦିବସ ପାଳିତ

କୁମୁରୁସିଂହାରେ ବିଶ୍ଵ ଡାଇବେଟିସ ଦିବସ

ଅନୁଗୁଳ: ଅନୁଗୁଳ ବ୍ଲକ୍ କୁମୁରୁସିଂହା ଗ୍ରାମରେ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ଏବଂ ଆଇଏମ୍ଏ ପକ୍ଷରୁ ବିଶ୍ଵ ଡାଏବେଟିସ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଡାଇବେଟିସ ଚିହ୍ନଟ ଓ ସଚେତନତା ଶିବିର ଆୟୋଜିତ…

Continue Readingକୁମୁରୁସିଂହାରେ ବିଶ୍ଵ ଡାଇବେଟିସ ଦିବସ

ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ରଙ୍ଗଭରୋ ପ୍ରତିଯୋଗିତା

ଅନୁଗୁଳ: ସ୍ଥାନୀୟ ବଚପନ୍ ସ୍କୁଲ ପରିସରରେ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ଶିଶୁ ଦିବସ ଅବସରରେ ଏକ ରଙ୍ଗଭରୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ…

Continue Readingରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ରଙ୍ଗଭରୋ ପ୍ରତିଯୋଗିତା

ଡିଏଭି ସ୍କୁଲ୍‌ରେ ‘କ୍ୟୁରୋସିଟି କାର୍ଣ୍ଣିଭାଲ ୨.୦ … ମାଇଣ୍ଡ ଇନ୍ ମୋସନ’ ଆୟୋଜିତ: ୧୨୦ଟି ପ୍ରକଳ୍ପ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଚଳିତ ଶିକ୍ଷାବର୍ଷର ଦ୍ଵିତୀୟ ବାର୍ଷିକ ପ୍ରଦର୍ଶନୀ ‘କ୍ୟୁରୋସିଟି କାର୍ଣ୍ଣିଭାଲ ୨.୦ … ମାଇଣ୍ଡ ଇନ୍ ମୋସନ’ ଅନୁଷ୍ଠିତ ହୋଇଛି। ଏଥିରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ବିଭାଗରୁ…

Continue Readingଡିଏଭି ସ୍କୁଲ୍‌ରେ ‘କ୍ୟୁରୋସିଟି କାର୍ଣ୍ଣିଭାଲ ୨.୦ … ମାଇଣ୍ଡ ଇନ୍ ମୋସନ’ ଆୟୋଜିତ: ୧୨୦ଟି ପ୍ରକଳ୍ପ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ନଦୀ ଘାଟରୁ ବେଆଇନ ବାଲି ଚୋରାଚାଲାଣ ବେଳେ ବୁଧବାର ରେଙ୍ଗାଳି ପୋଲିସ ପକ୍ଷରୁ ଚଢ଼ଉ କରି ଏକ ଟ୍ରାକ୍ଟର (ଓଡି ୧୯ ଏସ ୭୧୫୩) ଜବତ କରାଯାଇଛି। ଟ୍ରାକ୍ଟର…

Continue Readingବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର

ଅନିଲ ମହାନ୍ତି ପୂର୍ବତନ ସୈନିକ ମହାସଂଘର ରାଜ୍ୟ ଉପ ସଭାପତି

ଅନୁଗୁଳ: କଟକ ବୟାଳିଶ ମୌଜା ଠାରେ ଓଡିଶା ପୂର୍ବତନ ସୈନିକ ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ୩୪ ଗୋଟି ପୂର୍ବତନ ସୈନିକ ସଂଘର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ମହାସଂଘର ବାଇଲକୁ…

Continue Readingଅନିଲ ମହାନ୍ତି ପୂର୍ବତନ ସୈନିକ ମହାସଂଘର ରାଜ୍ୟ ଉପ ସଭାପତି

ଜବାହର ନବୋଦୟ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତ୍ତିମୁଣ୍ଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜିତ…

Continue Readingଜବାହର ନବୋଦୟ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ

ନାଲକୋ ଡିପିଏସରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ, ଭାଗ ନେଲେ ୧୪୦ ଜଣ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ନାଲକୋ ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଛି। ସ୍କୁଲ ଅଧ୍ୟକ୍ଷ ପ୍ରବୀଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାର ଉଦ୍ଘାଟନୀ ଉତ୍ସବରେ ମାନବ ସମ୍ବଳ ମହା ପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ ଓ ସିଜିଏମ…

Continue Readingନାଲକୋ ଡିପିଏସରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ, ଭାଗ ନେଲେ ୧୪୦ ଜଣ ଛାତ୍ରଛାତ୍ରୀ

ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ, ଯୋଗ ଦେଲେ ୨୦୦୦ ଗ୍ରାମବାସୀ

ଅନୁଗୁଳ: ପୁରାଣ, ପୋଥି, ପ୍ରବଚନ ଭଳି କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଅନୁଗୁଳ ବ୍ଲକ ବଲାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରାବ ଗ୍ରାମବାସୀ ଦୁଇ ବର୍ଷ ହେଲା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏ ଅବସରରେ ଗ୍ରାମରେ ଥିବା ପାଲା ମଣ୍ଡପରେ…

Continue Readingପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ, ଯୋଗ ଦେଲେ ୨୦୦୦ ଗ୍ରାମବାସୀ