ପୂଜା ଭସାଣିରେ ଧମାଲ କରୁଛି ସୌମ୍ୟରଞ୍ଜନଙ୍କ ପ୍ରଯୋଜିତ ଗୀତ “ଅନୁଗୁଳ ଟୋକା ଆମେ ଷଣ୍ଢ ମାର୍କା…”

ଅନୁଗୁଳ: ଅନୁଗୁଳ ଯୁବ ସଦସ୍ୟ ସୌମ୍ୟରଞ୍ଜନ ସାହୁଙ୍କ ପ୍ରଯୋଜିତ ଗୀତ "ଅନୁଗୁଳ ଟୋକା ଆମେ ଷଣ୍ଢ ମାର୍କା..." ଆଜି ଗଣେଶ ପୂଜା ଭସାଣିର ମୁଖ୍ୟ ଆକର୍ଷଣ ହେବ ବୋଲି ଚର୍ଚ୍ଚା ହେଉଛି। ଗୀତିକାର ଏନ୍‌. ଲକ୍ଷ୍ମୀଧର ଓ ସୁନାମଧନ୍ୟ ଗାୟକ ସତ୍ୟଜିତ୍…

Continue Readingପୂଜା ଭସାଣିରେ ଧମାଲ କରୁଛି ସୌମ୍ୟରଞ୍ଜନଙ୍କ ପ୍ରଯୋଜିତ ଗୀତ “ଅନୁଗୁଳ ଟୋକା ଆମେ ଷଣ୍ଢ ମାର୍କା…”

ଠାକୁରଗଡ଼ ଗଣେଶ ପୂଜାରେ ଆଜ୍ଞାଲଡୁ ୫୪ ହଜାର ଟଙ୍କାରେ ନିଲାମ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଗଣେଶ ବଜାର ପୂଜା କମିଟି ପକ୍ଷରୁ ଧୂମଧାମରେ ଅଗ୍ରପୂଜ୍ୟଙ୍କ ପୂଜା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷର ପରି ଏବର୍ଷ ମଧ୍ୟ ସଭାପତି ଶୁଭକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ପୂଜା ପରେ ପ୍ରଭୁଙ୍କ ଆଜ୍ଞା ଲଡୁ ନିଲାମ କରାଯାଇଥିଲା।…

Continue Readingଠାକୁରଗଡ଼ ଗଣେଶ ପୂଜାରେ ଆଜ୍ଞାଲଡୁ ୫୪ ହଜାର ଟଙ୍କାରେ ନିଲାମ

ବୁବୁ ଭଞ୍ଜ ହତ୍ୟାକାଣ୍ଡର ଅନ୍ୟ ଏକ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଓଭର ବ୍ରିଜ୍‌ତଳେ ୨୦୨୪ ସେପ୍ଟେମ୍ବର ୧୪ ତାରିଖରେ ଛେଳିଆପଡ଼ା ଗାଁର ବୁବୁ ଭଞ୍ଜଙ୍କୁ ବିଭତ୍ସଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକଣ୍ଡର ପୋଲିସ ତଦନ୍ତକରି ଏଥିରେ ୧୦ଜଣ ଅଭିଯୁକ୍ତ ସାମିଲ ଥିବା ଜାଣିବାକୁ ପାଇଥିଲା।…

Continue Readingବୁବୁ ଭଞ୍ଜ ହତ୍ୟାକାଣ୍ଡର ଅନ୍ୟ ଏକ ଅଭିଯୁକ୍ତ ଗିରଫ

ଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ପରିଚୟ" ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଦେଉଳ ବେଡା ସ୍ଥିତ ଆଗେଇବା କାର୍ଯ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯିବବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Continue Readingଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲେ ଯୁବକ

ଅନୁଗୁଳ: ଶନିବାର ସନ୍ଧ୍ୟା ସମୟରେ ଅନୁଗୁଳ ସହର ବଜାର ଛକ ଠାରେ ହାକିମପଡା ଅଞ୍ଚଳର ନରେଶ ନାମକ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେ ରାସ୍ତାରେ ପଡି ରହିଥିବା ବେଳେ କିଛି ଯୁବଗୋଷ୍ଠୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…

Continue Readingଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲେ ଯୁବକ

ଗଣେଶ ପୂଜା ଅବସରରେ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳଗଡ ଗ୍ରାମରେ ଗଣେଶ ପୂଜା ଅବସରରେ ଗାଁର ବିନାୟକ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯଇଛି। ଏହି ଶିବିରକୁ ସମାଜ ସେବୀ ତଥା ପୂର୍ବତନ ରାଜ୍ୟ ବିଜେଡି ସଂପାଦକ ବିପ୍ଳବ ଜେନା…

Continue Readingଗଣେଶ ପୂଜା ଅବସରରେ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ

ବ୍ରାହ୍ମଣବିଲରେ ରକ୍ତଦାନ ଶିବିର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବ୍ରାହ୍ମଣବିଲ ଗ୍ରାମ ବରମୁଣ୍ଡା ଗଣେଶ ପୂଜା କମିଟି ପକ୍ଷରୁ ମା' ଡ଼ାକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଏକ ମେଗା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୩୮ ୟୁନିଟ୍ ରକ୍ତ ସଂଗ୍ରହ…

Continue Readingବ୍ରାହ୍ମଣବିଲରେ ରକ୍ତଦାନ ଶିବିର

ଗ୍ରାମେଶ୍ୱରୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଓ ନୂତନଗୃହ ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା' ଗ୍ରାମେଶ୍ୱରୀଙ୍କ ବାର୍ଷିକ ଯାତ୍ରା ଓ ନୂତନଗୃହ ପ୍ରତିଷ୍ଠା ଉତ୍ସବ ଗୁରୁବାର ଦିନ ବହୁତ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ମା'…

Continue Readingଗ୍ରାମେଶ୍ୱରୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଓ ନୂତନଗୃହ ପ୍ରତିଷ୍ଠା ଉତ୍ସବ

ବାସନ୍ତୀ ଦୁର୍ଗା ପଡ଼ିଆରେ ଗଣେଶ ପୂଜା

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ନିତିକାନ୍ତି ସହ ପାଳିତ ହୋଇଯାଇଛି। ଏ ଅବସରରେ ସକାଳ ୧୦ ଟା ସମୟରେ ପୂଜା ଆରମ୍ଭ ହୋଇଥିଲା ଦିନ ୧୧ ଟା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଅପରାହ୍ନ…

Continue Readingବାସନ୍ତୀ ଦୁର୍ଗା ପଡ଼ିଆରେ ଗଣେଶ ପୂଜା

ଶ୍ରୀଶ୍ରୀ ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ବାର୍ଷିକ ବୈଠକ

ଅନୁଗୁଳ: ପାର୍ବଣ ଋତୁର ଆଗମନରେ ସମସ୍ତ ପୂଜା ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି। ଆଉ ଦୁଇଦିନ ପରେ ଅଗ୍ରପୂଜ୍ୟ ଗଜାନନ ପୂଜା ପାଇବାକୁ ଥିବା ବେଳେ ଅନୁଗୁଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମଧ୍ୟ କମିଟି ମାନେ ଅଣ୍ଟା ଭିଡ଼ିଲେଣି।…

Continue Readingଶ୍ରୀଶ୍ରୀ ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ବାର୍ଷିକ ବୈଠକ