ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଦାବି ପତ୍ର
ଅନୁଗୁଳ: ତାଳଚେର ଷ୍ଟେସନ୍ ଦେଇ ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ ଦାବି କରି ଆଜି ପରିବେଶ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଷ୍ଟେସନ୍ ମ୍ୟାନେଜରଙ୍କ ଜରିଆରେ ଏହି ଦାବି ପତ୍ର…
