ପାଦେ ପାଦେ ବିପଦ: ବିଦ୍ୟୁତ୍ ତାରକୁ କାଠ ଖୁଣ୍ଟି ଭରସା
ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ରାଜରାସ୍ତାରେ ବିଦ୍ୟୁତ୍ ବିଭାଗର ଅପାରଗତା କାରଣରୁ ପାଦେ ପାଦେ ବିପଦ ଦେଖା ଦେଇଛି। ହେମସୁରପଡା ୧୯ ନମ୍ବର ୱାର୍ଡରେ ବର୍ଷ ବର୍ଷ ଧରି ରାସ୍ତା କଡରେ କାଠ ଖୁଣ୍ଟିକୁ ଭରସା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ରାଜରାସ୍ତାରେ ବିଦ୍ୟୁତ୍ ବିଭାଗର ଅପାରଗତା କାରଣରୁ ପାଦେ ପାଦେ ବିପଦ ଦେଖା ଦେଇଛି। ହେମସୁରପଡା ୧୯ ନମ୍ବର ୱାର୍ଡରେ ବର୍ଷ ବର୍ଷ ଧରି ରାସ୍ତା କଡରେ କାଠ ଖୁଣ୍ଟିକୁ ଭରସା…
ଅନୁଗୁଳ: ସ୍ଥାନୀୟ ହେମସୁରପଡା ତଳ ସାହିରେ ଥିବା ବ୍ରିଟିଶ ଅମଳର ପୋଖରୀର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହେମସୁରପଡା ତଳ ସାହି ତଥା ଆଖପାଖ ଅଞ୍ଚଳର ଲୋକେ ଓଷା ବ୍ରତ ପାଇଁ ଏହି…
ଅନୁଗୁଳ: ଅନୁଗୁଳ ସହର ବାଳିକା ଉଚ୍ଚ ବିଦ୍ୟାଳୟରୁ ନନ୍ ଭେଜ ମାର୍କେଟ ଏବଂ ବସ ଷ୍ଟାଣ୍ଡ ରାଜା ଛକ ରୁ ଡିଆଇସି ଛକ ରାସ୍ତାର ମଝିରେ ରହିଛି ଗୋପବନ୍ଧୁ ଛକ। ଏହି ଚାରି ଛକର ଚାରି ପଟକୁ ବିଭିନ୍ନ ଉଠା ଦୋକାନୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏ ଅବସରରେ ଜିଲ୍ଲାରେ…
ଅନୁଗୁଳ: ସ୍ଥାନୀୟ ହାଇସ୍କୁଲ ପଡିଆରେ ସର୍ବ ଭାରତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମେଳା ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗଦେଇ ମେଳା ଉଦଘାଟନ କରିଛନ୍ତି। ଏ ଅବସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା…
ଅନୁଗୁଳ: ଦେଶରେ ରନ୍ଧନ ଗ୍ୟାସ ଦର ମାତ୍ରାଧିକ ବୃଦ୍ଧି ସହିତ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଯୋଗୁଁ ଖାଉଟି ମାନେ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଦର ବୃଦ୍ଧି ଦ୍ୱାରା ଆର୍ଥିକ ଅନଟନରେ ପଡି ଲୋକେ ଦାଦନ ଖଟିବାକୁ…
ଅନୁଗୁଳ: ସ୍ଥାନୀୟ ଗାନ୍ଧୀ ମାର୍ଗ ଠାରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଶାଢ଼ି ଶୋ ରୁମ ରବିବାର ଉଦଘାଟିତ ହୋଇଛି। ପ୍ରତିଷ୍ଠିତ ବ୍ୟବସାୟୀ ଅଶୋକ ମାଣ୍ଡେଠିଆ ମଲ ଉଦଘାଟନ କରିଥିଲେ। ଏ ଅବସରରେ ମା' ସପିଂ ମଲର ରାଜେଶ କୁମାର ଓ ବିଜେଡି…
ଅନୁଗୁଳ: ତାଳଚେର ବ୍ଲକ ଘଣ୍ଟପଡା ସ୍ଥିତ ତୋଫାନ୍ ଯୁବକ ସଂଘ ଆନୁକୂଲ୍ୟରେ ସଂଘ କାର୍ଯ୍ୟାଳୟ ଠାରେ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି । ସଭାପତି ଧିରେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରେ ହେବାକୁ ଥିବା କୋଇଲା ଖଣି ଅଞ୍ଚଳରେ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ କରିବାକୁ ଦାବି ହୋଇଛି। ରବିବାର ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଛେଣ୍ଡିପଦା ଖଣି ପ୍ରଭାବିତ ପ୍ରଜା ସଂଘ ଏବଂ…
ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ମଲ୍ଲରେ ରବିବାର ଅଗ୍ନିଶମ ବିଭାଗ ତାଫରୁ ଅଗ୍ନି ନିର୍ବାପନ ବ୍ୟବସ୍ଥାର ତଦାରଖ କରାଯାଇଛି। ଅନୁଗୁଳ ଅଗ୍ନିଶମ ବିଭଗର ଅଧିକାରୀମାନେ ବିଭାଗୀୟ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ମଲ୍ଲକୁ ଯାଇ ଫାୟାର ପ୍ରୀଭେନସନ ଆଣ୍ଡ ସେଫ୍ଟି…