ଅନୁଗୁଳ ନୂତନ ଡିଇଓଙ୍କ ଯୋଗଦାନ
ଅନୁଗୁଳ: ଅନୁଗୁଳର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନିରଞ୍ଜନ ସାହୁ ରବିବାର ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ସେ ଏଡିଇଓ ତଥା ଭାରପ୍ରାପ୍ତ ଡିଇଓ ଅଜୟ କୁମାର ପାତ୍ରଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜିଠାରୁ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ…
