ବାହାରିଲା କୋଭିଡ ଟୀକା ଏକ୍ସପ୍ରେସ୍
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଭିଡ ଟୀକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଲା ୧୨ଟି କୋଭିଡ ଟିକା ଏକ୍ସପ୍ରେସଭ୍ୟାନ୍। ଏହି ସୁସଜ୍ଜିତ ଭ୍ୟାନ୍କୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ…




