ସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଅନୁଗୁଳ: ସ୍ବଚ୍ଛ ସହରକୁ ମିଳିବ ନିର୍ମଳ ସହର ପୁରସ୍କାର। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଅନୁଗୁଳ ଜିଲ୍ଲାର ୩ଟି ଯାକ ସହରାଞ୍ଚଳ ଏହି ପୁରସ୍କାର ହାତେଇବାକୁ କମର କଷିଛନ୍ତି । ନିୟମିତ ସଫେଇ କାର୍ଯ୍ୟ ଚାଲୁ ରଖିବା ସହ ଏହାର ଅଗ୍ରଗତି…

Continue Readingସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ଅନୁଗୁଳ:ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମାତ୍ର ଅନୁଗୁଳ ପୌରାଞ୍ଚଳରେ ପୁରଣା ପଞ୍ଜିକରଣକୁ ଆଧାର କରି ଏହି ସହାୟତା ଦିଆଯାଉଥିବା ବେଳେ ଅନେକ ଉଠା ଦୋକାନୀ ଓ ବୁଲା…

Continue Readingସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

ଅନୁଗୁଳ: ଆଇଏମ୍ଏ ଏବଂ ଓମସା ପକ୍ଷରୁ ଜୁନ୍ ୧୮ ତାରିଖରେ ଜାତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଡାକ୍ତର ମାନେ କଳା ବ୍ୟାଜ୍ ପରିଧାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କୋଭିଡ୍…

Continue Readingଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

୬୬ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁରପେଟା ଡ୍ୟାମ୍ ନିକଟ କସ୍ତୁରୀ ହୋଟେଲ୍‌ ଠାରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ…

Continue Reading୬୬ ୟୁନିଟ୍ ରକ୍ତ ସଂଗୃହୀତ

ସାଂସଦଙ୍କ ଦ୍ବାରା ଆମ୍ବୁଲାନ୍‌ ଲୋକାର୍ପିତ

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସାଂସଦ ପାଣ୍ଠିରୁ ଉପଲବ୍ଧ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସୋମବାର ଉଦ୍‌ଘାଟିତ ହୋଇଛି। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବୁଲାନ୍ସକୁ ଜନତାଙ୍କ ସେବାରେ ଲୋକାର୍ପଣ କରିଥିଲେ । ଭାରପ୍ରାପ୍ତ ଏସଡିଏମ୍ଓ…

Continue Readingସାଂସଦଙ୍କ ଦ୍ବାରା ଆମ୍ବୁଲାନ୍‌ ଲୋକାର୍ପିତ

ସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳର ‘ହମ୍’ ଗ୍ରୁପ୍ ପକ୍ଷରୁ ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କୁ କୋଭିଡ଼୍ ଉପକରଣ ପ୍ରଦାନ କରାଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ମାସ୍କ, ସର୍ଜିକାଲ୍ ଗ୍ଲୋଭସ୍ ଏବଂ ସାନିଟାଇଜର୍ । କୋଭିଡ୍ ସଂକ୍ରମିତଙ୍କ…

Continue Readingସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

ହାଣ୍ଡିଧୂଆ-ଏଫ୍‌ସିଆଇ ରାସ୍ତା ଆଲୋକୀକରଣ ଦାବି

ଅନୁଗୁଳ: ତାଳଚେର ସହରରୁ ହାଣ୍ଡିଧୂଆ ଛକ ଦେଇ ଏଫ୍‌ସିଆଇ ଯାଇଥିବା ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକମାନେ ଯାତାୟାତ କରିବାରେ ନାହିଁନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ସମୟରେ ଲୁଟେରାମାନେ ବାଇକ୍ ଆରୋହୀମାନଙ୍କ ଠାରୁ ଟଙ୍କା,…

Continue Readingହାଣ୍ଡିଧୂଆ-ଏଫ୍‌ସିଆଇ ରାସ୍ତା ଆଲୋକୀକରଣ ଦାବି

ଶରୀରରେ ଅଦ୍ଭୁତ ଚୁମ୍ବକୀୟ ଶକ୍ତି, ଲାଖିଯାଉଛି ଲୁହା ସାମଗ୍ରୀ

ଅନୁଗୁଳ: ଶରୀରରେ ସୃଷ୍ଟି ହୋଇଛି ଅଦ୍ଭୁତ ଚୁମ୍ବକୀୟ ଶକ୍ତି । ଶରୀର ପାଖକୁ ଆସିଲେ ଲାଖି ଯାଉଛି ଲୁହା ସାମଗ୍ରୀ। ଶରୀରରେ ପ୍ରବାହିତ ହେଉଛି ଚୁମ୍ବକୀୟ ଗୁଣ । ସାଧାରଣତଃ ଚୁମ୍ବକ ଲୁହାକୁ ଟାଣେ । ତେବେ ମଣିଷ ଶରୀର ଲୁହାକୁ…

Continue Readingଶରୀରରେ ଅଦ୍ଭୁତ ଚୁମ୍ବକୀୟ ଶକ୍ତି, ଲାଖିଯାଉଛି ଲୁହା ସାମଗ୍ରୀ

ହିଙ୍ଗୁଳା ପାଠାଗାରକୁ ପ୍ରକୃତି ମିତ୍ର ସମ୍ମାନ

ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାରକୁ ଚଳିତ ବର୍ଷ ପ୍ରକୃତି ମିତ୍ର ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ପରିବେଶ ସୁରକ୍ଷା, ଶିକ୍ଷା ତଥା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ…

Continue Readingହିଙ୍ଗୁଳା ପାଠାଗାରକୁ ପ୍ରକୃତି ମିତ୍ର ସମ୍ମାନ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଯୁବବର୍ଗଙ୍କ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ। ଏଥିନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାକୁ ଅଧିକ ପରିମାଣର ଟିକା ଯୋଗାଇବା ସହ…

Continue Readingମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପବାଚସ୍ପତି