ତୈଳ ଅପମିଶ୍ରଣ ଆଡ୍ଡାରେ ଚଢ଼ଉ
ଅନୁଗୁଳ: ହଣ୍ଡପା ଥାନା ଇଲାକା ତଥା ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକାଧିକ ଚୋରା ତୈଳ ଅପମିଶ୍ରଣ ଆଡ଼ଡ଼ାରେ ଚଢ଼ଉ କରିଛି ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ୱାଡ୍। ହଣ୍ଡପା ଥାନା ପ୍ରତାପପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ…
ଅନୁଗୁଳ: ହଣ୍ଡପା ଥାନା ଇଲାକା ତଥା ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକାଧିକ ଚୋରା ତୈଳ ଅପମିଶ୍ରଣ ଆଡ଼ଡ଼ାରେ ଚଢ଼ଉ କରିଛି ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ୱାଡ୍। ହଣ୍ଡପା ଥାନା ପ୍ରତାପପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ…
ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଶତାଧିକ…
ଅନୁଗୁଳ: କିଶୋରନଗର ବ୍ଲକ୍ର ୨୩ଟି ପଞ୍ଚାୟତରେ ଅନେକ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ବ୍ଲକ କାର୍ଯ୍ୟାଳୟ ଘେତଉ କରାଯିବ ବୋଲି କିଷାନ କ୍ଷେତ ମଜଦୁର ସଂଗଠନ ଚେତାବନୀ ଦେଇଛି। ଏ ନେଇ ରବିବାର…
ଅନୁଗୁଳ: ତାଳଚେର ସହର ଉପକଣ୍ଠ ଦାଶନାଳୀ ଅଞ୍ଚଳରୁ ରବିବାର ୩ଟି ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଦାଶନାଳୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅନୁଗୁଳ ସ୍ନେକ୍ ରେସକ୍ୟୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ସମାଧାନ ଦାବି କରି ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଆଜିଠାରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରିଛି। ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବିଶେଷଜ୍ଞ…
ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ…
ତାଳଚେର: ତାଳଚେର ଅଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଓଭରଲୋଡ଼ ତିନିଟି ଟ୍ରେଲରରୁ ୩.୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଭାରୀଯାନ ଗୁଡିକରେ ତାଳଚେରରୁ ବାହାରକୁ ମାଲ ଯାଉଥିବା ବେଳେ ପରିବହନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ତାଳଚେର ଆରଟିଓ…
ଅନୁଗୁଳ: ଓଡ଼ିଶାର ପ୍ରଥମ ମେଜର ଜେନେରାଲ୍ ବସନ୍ତ କୁମାର ମହାପାତ୍ରଙ୍କ ବିୟୋଗରେ ଅନୁଗୁଳର ସହିଦ୍ ମାନସ ରଞ୍ଜନ ସ୍ମୃତି କମିଟି ପକ୍ଷକୁ ଶୋକପ୍ରକାଶ କରାଯାଇଛି । ୨୦୦୩ରେ ସହିଦ୍ ମାନସ ରଞ୍ଜନ ସ୍ମୃତି ପରିଷଦର ପ୍ରଥମ ବାର୍ଷିକ ସମାରୋହରେ ସ୍ୱର୍ଗତ ମହାପାତ୍ର…
ତାଳଚେର: ରାଜ୍ୟ ସାମ୍ବାଦିକ ସଂଘ(ଓଡ଼ିଶା) ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ତାଳଚେର ସହରର ରାଣୀପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା,…
ଅନୁଗୁଳ: ସରକାରୀ ସ୍କୁଲର ଉନ୍ନତି ପାଇଁ ସରକାର ‘ପୋଷ୍ୟ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜିଲ୍ଲାର ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ଲୋକ ପ୍ରତିନିଧି, ସବୁ ସ୍ତରରେ ଏଥିନେଇ ସେତେଟା ପ୍ରୟାସ ଆରମ୍ଭ ହୋଇନଥିବା ବେଳେ ବନ୍ତଳା ଗ୍ରାମ ପଞ୍ଚାୟତର…