ଓଭରଲୋଡ଼, ୩.୩ ଲକ୍ଷ ଜରିମାନା ଆଦାୟ

0

ତାଳଚେର: ତାଳଚେର ଅଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଓଭରଲୋଡ଼ ତିନିଟି ଟ୍ରେଲରରୁ ୩.୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଭାରୀଯାନ ଗୁଡିକରେ ତାଳଚେରରୁ ବାହାରକୁ ମାଲ ଯାଉଥିବା ବେଳେ ପରିବହନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ତାଳଚେର ଆରଟିଓ ସମରେନ୍ଦ୍ର ପଟ୍ଟନାୟକ, ଏମଭିଆଇ ବିପିନ ଦାସ ସଦଳବଳ ବାଙ୍କଧରା ଛକ ଅଂଚଳରେ ଅତର୍କିତ ଚଢ଼ାଉ କରି ଟ୍ରେଲର ପିଛା ୧ଲକ୍ଷ ୧୦ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବାର ଜଣାପଡ଼ିଛି।

Leave A Reply

Your email address will not be published.

error: Content is protected !!