ଏଣିକି ଏସଏଚଜି ହସ୍ପିଟାଲରେ ସେବା ଯୋଗାଇବେ

ଅନୁଗୁଳ: ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗତ ୧୮.୧୧.୨୦୨୧ ରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି କି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାଇ ଏଣିକି ହସ୍ପିଟାଲ ଗୁଡିକରେ ସ୍ୱୟଂ ସହାୟକ ଗୋଷ୍ଠି…

Continue Readingଏଣିକି ଏସଏଚଜି ହସ୍ପିଟାଲରେ ସେବା ଯୋଗାଇବେ

ମଦମୁକ୍ତ ଓଡିଶା ଘୋଷଣା ଦାବୀରେ ପ୍ରଭାତ ଫେରୀ

ଅନୁଗୁଳ : ଓଡ଼ିଶା ମଦମୁକ୍ତ ଯୁବ ବାହିନୀ ତରଫରୁ ରବିବାର ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହାକୁ କରାଯାଇଛି। ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ଶାସନ କାଳରେ ନିଶା…

Continue Readingମଦମୁକ୍ତ ଓଡିଶା ଘୋଷଣା ଦାବୀରେ ପ୍ରଭାତ ଫେରୀ

ଗୋବର ପାଣି ଛିଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ବିଶୋଧିତ କଲା ବିଜେପି ମହିଳା ମୋର୍ଚ୍ଚା

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ପରିସରରେ ରବିବାର ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଗୋବର ପାଣି ଛିଞ୍ଚି ବିଶୋଧିତ କରିଛନ୍ତି। ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଝାଡୁ ମାରି ଗୋବର ପାଣି ଛିଞ୍ଚି ମହିଳା ମୋର୍ଚ୍ଚା…

Continue Readingଗୋବର ପାଣି ଛିଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ବିଶୋଧିତ କଲା ବିଜେପି ମହିଳା ମୋର୍ଚ୍ଚା

ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

ଅନୁଗୁଳ: ସ୍ଥାନୀୟ ଧର୍ମଶାଳା ଠାରେ ରବିବାର ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ଦିନିକିଆ ମାନବାଧିକାର ସୁରକ୍ଷା ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନଳ ସାଂସଦ ମହେଶ ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ। ଆଜି ଯୁଗରେ ମାନବାଧିକାର ସୁରକ୍ଷା…

Continue Readingଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସମାରୋହ

ଅନୁଗୁଳ: ରୋଟାରୀ ପବ୍ଲିକ ସ୍କୁଲ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ରବିବାର ଏକ ସାରସ୍ୱତ ସମାରୋହ ଆୟୋଜିତ ହୋଇଯାଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ସମାରୋହକୁ ଉଦ୍ଘାଟନ କରିଥିଲେ।ସମାରୋହରେ ମୁଖ୍ୟ ଅତିଥି…

Continue Readingଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସମାରୋହ

ଆଜି ଜମିଲା ଅସଲ ଛାଡଖାଇ ବେପାର

ଅନୁଗୁଳ: ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଶନିବାର ଥିଲା ଛାଡ଼ଖାଇ।ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଅଧିକାଂଶ ଲୋକ ଶନିବାର ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ। ଏଥିପାଇଁ ଆମିଷ ବଜାରରେ…

Continue Readingଆଜି ଜମିଲା ଅସଲ ଛାଡଖାଇ ବେପାର

କୃଷି ଆଇନ୍ ପ୍ରତ୍ୟାହାର ଘୋଷଣା ପରେ ବିଜୟ ଶୋଭାଯାତ୍ରା

ଅନୁଗୁଳ : ତିନୋଟି କୃଷି ଆଇନ୍ ପ୍ରତ୍ୟାହାର ଘୋଷଣାପରେ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଶୁକ୍ରବାର ବିଜୟ ଶୋଭାଯାତ୍ରା କରାଯାଇଛି। କେନ୍ଦ୍ରର ବିଜେପି ସରକାର  ତିନୋଟି କଳା କୃଷି ଆଇନ୍‌କୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏଥିପାଇଁ ଏସୟୁସିଆଇ(କମ୍ୟୁନିଷ୍ଟ)ର ସାଧାରଣ ସମ୍ପାଦକ ପ୍ରଭାସ ଘୋଷ ଏକ…

Continue Readingକୃଷି ଆଇନ୍ ପ୍ରତ୍ୟାହାର ଘୋଷଣା ପରେ ବିଜୟ ଶୋଭାଯାତ୍ରା

ଅନୁଗୁଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ କଂଗ୍ରେସର ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳ–ପୁରୀ ମେମୋ ଟ୍ରେନ ପୁନଃ ଚଳନ ପାଇଁ ଅତିରିକ୍ତ ଡିଆରମଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଅନୁଗୁଳ ରେଳ…

Continue Readingଅନୁଗୁଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ କଂଗ୍ରେସର ଦାବି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରେ ଧାରଣା

ଅନୁଗୁଳ : ଏନ୍‌ସି ଟ୍ୟାଗ୍ ହଟାଇବା ଦାବିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେରସ୍ଥିତ ବାସଭବନ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁବାର ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ । ଇଂ. ଦେବାଶିଷ ହୋତାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଢେଙ୍କାନାଳରୁ ବାହାରି…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରେ ଧାରଣା

ମୁଖ୍ୟମନ୍ତ୍ରୀଙ୍କୁ ଅନୁଗୁଳ ବିଜେଡିର କୃତଜ୍ଞତା

ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ଅନୁଗୁଳ ପୋରାଞ୍ଚଳରେ ମୁକ୍ତା…

Continue Readingମୁଖ୍ୟମନ୍ତ୍ରୀଙ୍କୁ ଅନୁଗୁଳ ବିଜେଡିର କୃତଜ୍ଞତା