US CARE

ସପିଂମଲ୍ ଓ ଦୋକାନରେ ପ୍ରଶାସନର ଚଢ଼ାଉ

0

ଅନୁଗୁଳ: ଅନୁଗୁଳ ତହସିଲ ତରଫରୁ ଗୁରୁବାର କୋଭିଡ ଗାଇଡ ଲାଇନ ନେଇ ସଚେତନତା କରିବାସହ ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଢ଼ାଉ କରାଯାଇଥିଲା। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଶାନ୍ତ କୁମାର ସିଂ ଓ ଅମ୍ଳାନ ଅପରାଜିତାଙ୍କସହ ପୁଲିସ ଏହି ଚଢ଼ାଉରେ ସାମିଲ ଥିଲେ। ଏଥିରେ ବିଭିନ୍ନ ଦୋକାନରେ ସାମାଜିକ ଦୁରତା ଓ ମାସ୍କ ପିନ୍ଧିନଥିବାରୁ ମୋଟ ୧୧ ହଜାର ଦୁଇ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।

Leave A Reply

Your email address will not be published.