ଶିକ୍ଷକ ନିଯୁକ୍ତି ଦାବିରେ ବଲଙ୍ଗ ପଞ୍ଚାୟତବାସୀଙ୍କ ବିକ୍ଷୋଭ
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ସୋମବାର ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଲଙ୍ଗ, ତଳସିରା, ଲବଙ୍ଗୀ, ଜୁକୁବୁ, ପମ୍ପାସର ଆଦି ଗ୍ରାମର ୫ଶହରୁ…





