କରୋନା କେନ୍ଦ୍ରରେ ଚିକିତ୍ସା ଆରମ୍ଭ
ଅନୁଗୁଳ: ଆଠମଲ୍ଲିକ ମହାବିଦ୍ୟାଳୟ ଛାତ୍ରାବାସରେ ଉଦ୍ଘାଟିତ ହୋଇଥିବା କରୋନା ଯତ୍ନକେନ୍ଦ୍ର ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରୁ ଅଟୋ ଆମ୍ବୁଲାନ୍ସରେ ପ୍ରଥମ କରି ଦୁଇଜଣ ରୋଗୀ ଏଠାକୁ ଆସିଛନ୍ତି। ତାଙ୍କ ମଧ୍ୟରୁ ଜଣେ ସାନହୁଲା ପଞ୍ଚାୟତ ଓ ଅନ୍ୟଜଣକ କମ୍ପଲା…
