ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଥିଲାବେଳେ ଅନୁଗୁଳ ଥାନାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଥାନାରେ କାର୍ଯ୍ୟରତ ଅଧିକାରୀ, କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମିଶାଇ ସମୁଦାୟ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନେ କରୋନା ଟିକାର ଦୁଇଟି ଡୋଜ୍ ନେଇଥିଲେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାଯାଇଛି। ସମସ୍ତେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।
ଅନୁଗୁଳ ଥାନାରୁ ୧୦ ସଂକ୍ରମିତ
- Post published:May 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul