ଜେଲ୍‌ରେ ୨୬ ପଜିଟିଭ୍

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ବଢି ଚାଲିଥିଲା ବେଳେ କାରାଗାରରେ ଥିବା ୨୬ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ତିନିଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତୀ ସମୟରେ ଅନ୍ୟମାନଙ୍କର ପରୀକ୍ଷା କରାଯାଇଥିବା ବେଳ ଆଉ ୨୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଘଟଣା ଜଣା ପଡିବା ପରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଗୁରୁବାର ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଅନୁଗୁଳ ଜାଗାଗାରରେ ପହଞ୍ଚିଥିଲେ । ସେମାନେ ଆକ୍ରାନ୍ତ କଏଦୀ ମାନଙ୍କୁ ମେଡ଼ିସିନ କିଟ ଦେବା ସହ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି ଆକ୍ରାନ୍ତ ମାନଙ୍କୁ ଏକ ସ୍ବତନ୍ତ୍ର ଆଇସୋଲେସନ କକ୍ଷରେ ରଖାଯାଇଛି ଅନୁଗୁଳ ଜାରାଗାରରେ ପ୍ରାୟ ୩୦୦ ଅନ୍ତେବାସୀ ରହୁଛନ୍ତି।

online coaching

Leave A Reply

Your email address will not be published.