ବିଶ୍ଵ ପୁସ୍ତକ ଦିବସ ପାଳିତ: ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ବହି ପଢ଼ିବାକୁ ପରାମର୍ଶ

ଅନୁଗୁଳ: ଡ୍ରିମ୍ ଫର୍ ଅନୁଗୁଳ ଓ ଆମ ପ୍ରତିଭା ଆମ ସ୍ବାଭିମାନ ପକ୍ଷରୁ ବାଜିରାଉତ ଛାତ୍ରାବାସରେ 'ବିଶ୍ବ ପୁସ୍ତକ ଦିବସ' ପାଳିତ ହୋଇଛି। ଡ୍ରିମ୍ ଫର୍ ଅନୁଗୁଳର ସଂଯୋଜକ ଗୋପାଳ ଚନ୍ଦ୍ର ନାଏକଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ସଂଗଠକ ପର୍ଶୁରାମ ଦାଶ ପରିଚାଳନା…

Continue Readingବିଶ୍ଵ ପୁସ୍ତକ ଦିବସ ପାଳିତ: ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ବହି ପଢ଼ିବାକୁ ପରାମର୍ଶ

ସରକାରୀ ଗୋଚର ଜମିରେ ରାସ୍ତା! ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବି

ଅନୁଗୁଳ: ଜମି ଦଲାଲଙ୍କ କବ୍ଜାରେ ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗ୍ରାମ ଅଞ୍ଚଳର ଜମି। ଚାଷ ଜମି ଏବଂ ସରକାରୀ ଜମିକୁ ଜମି ମାଫିଆମାନେ ନିଜ କବ୍ଜାକୁ ନେଇଚାଲିଛନ୍ତି।ଗ୍ରାମର ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ, ରାଜସ୍ୱ…

Continue Readingସରକାରୀ ଗୋଚର ଜମିରେ ରାସ୍ତା! ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବି

ପେନସନ ଆଇନ ସଂଶୋଧନ ପ୍ରତ୍ୟାହାର ଦାବି

ଅନୁଗୁଳ: ପେନସନ ଆଇନ ସଂଶୋଧନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ପେନସନର୍ ମାନଙ୍କ ପ୍ରତିବାଦ ପରିପ୍ରେକ୍ଷୀରେ ଆଠମଲ୍ଲିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ଆହ୍ଵାନରେଆଠମଲ୍ଲିକ, କିଶୋରନଗର ଓ ଅନୁଗୁଳ ବ୍ଲକର କର୍ମକର୍ତ୍ତା ମାନେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଜରିଆରେ ଦେଶର …

Continue Readingପେନସନ ଆଇନ ସଂଶୋଧନ ପ୍ରତ୍ୟାହାର ଦାବି

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି: ବିଜେଡି ରାଜ୍ୟ ପରିଷଦରେ ଅନୁଗୁଳର ୬ ବଡ଼ ନେତା

ଅନୁଗୁଳ: ବିଜୁ ଜନତା ଦଳ ପକ୍ଷରୁ ୮୭ ଜଣିଆ ରାଜ୍ୟ ପରିଷଦ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ଅନୁଗୁଳ ଜିଲ୍ଲାର ୬ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ,…

Continue Readingପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି: ବିଜେଡି ରାଜ୍ୟ ପରିଷଦରେ ଅନୁଗୁଳର ୬ ବଡ଼ ନେତା

ବିଶ୍ବ ଧରିତ୍ରୀ ଦିବସ ପାଳିତ: ଗଛ ଲଗାଇବା ସହ ମାଟିପାତ୍ର ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ କାଣ୍ଡସର ଦିବ୍ୟଜୀବନ ଉଚ୍ଚ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’, ଭୁବନେଶ୍ୱର ଉତ୍କଳ ୟୁଥ୍ ଆସୋସିଏନ୍ ସୋସିଆଲ ଡେଭଲପମେଣ୍ଟ ଏବଂ ୟୁଥ୍ ଫର୍ ୱାଟର, ଇଣ୍ଡିଆ ତରଫରୁ ବିଶ୍ଵ ଧରିତ୍ରୀ ଦିବସ ୨୦୨୫ ପାଳିତ ହୋଇଛି।…

Continue Readingବିଶ୍ବ ଧରିତ୍ରୀ ଦିବସ ପାଳିତ: ଗଛ ଲଗାଇବା ସହ ମାଟିପାତ୍ର ବଣ୍ଟନ

ବାଜି ରାଉତ ଛାତ୍ରାବାସର ୭୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଅନୁଗୁଳ: ବାଜି ରାଉତ ଛାତ୍ରାବାସର ୭୯ତମ ବାର୍ଷିକୋତ୍ସବ ଶାନ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ଡ ବାସନ୍ତୀ ମହାନ୍ତି ଯୋଗଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଲେଖକ ଦାସ ବେନହୁର…

Continue Readingବାଜି ରାଉତ ଛାତ୍ରାବାସର ୭୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ

୩୧ ତମ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ, ୯ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ କାଣ୍ଡସର ଗ୍ରାମ ପଞ୍ଚାୟତର ଶ୍ରୀରାମ ମଣ୍ଡପ ଠାରେ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ ହୋଇଛି। ୩୧ ତମ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ପାରାୟଣ ପରିଷଦ ଓ…

Continue Reading୩୧ ତମ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ, ୯ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦ ସହ ଅନ୍ୟାନ୍ୟ ଦାବି: ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ନିରୀକ୍ଷକଙ୍କୁ ଦାବିପତ୍ର

ଅନୁଗୁଳ: ସାରା ଓଡ଼ିଶା ପ୍ରତିବାଦ ଦିବସ ଉପଲକ୍ଷେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଆହ୍ଵାନରେ ସମସ୍ତ ଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦରେ ଶନିବାର ସଂଗଠନର ଜିଲ୍ଲା କମିଟି ଉଦ୍ୟୋଗରେ ରାଣୀଗୋଡ଼ା ଛକ ଠାରୁ ଅନୁଗୁଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବା ସହ ଷ୍ଟେସନ…

Continue Readingଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦ ସହ ଅନ୍ୟାନ୍ୟ ଦାବି: ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ନିରୀକ୍ଷକଙ୍କୁ ଦାବିପତ୍ର

ଏଡସର ଭୟାବହତା ଓ ନିରାକରଣ ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍ ବିଭାଗ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଡସ…

Continue Readingଏଡସର ଭୟାବହତା ଓ ନିରାକରଣ ନେଇ ସଚେତନତା

ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

Continue Readingବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ