ସହକାରୀ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଅନୁଗୁଳ:  ସନ୍ଥପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସହକାରୀ ଶିକ୍ଷୟିତ୍ରୀ ଉଷାରାଣୀ ପଣ୍ଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅଜୟ କୁମାର ମହାନ୍ତି…

Continue Readingସହକାରୀ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଶିଶୁ ଚାଲାଣ ନିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ଓ ରେଲୱେ ପୋଲିସର ମିଳିତ ଉଦ୍ୟମରେ ଅନୁଗୁଳ, ବଇଣ୍ଡା, ତାଳଚେର ରୋଡ ରେଲୱେ ଷ୍ଟେସନରେ ଜୁଲାଇ ୩୦ ବିଶ୍ୱମାନବ ଚାଲାଣ ନିରୋଧ ଦିବସ ଉପଲକ୍ଷେ ଏକ ବିଶେଷ ଅଭିଯାନ…

Continue Readingଶିଶୁ ଚାଲାଣ ନିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ

ବେଆଇନ ବାଇପାସ ନିର୍ମାଣକୁ ବିରୋଧ, ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଗ୍ରାମର ଲୋକଙ୍କ ଜମି ଉପରେ ଜେଆଇପିଏଲ କମ୍ପାନୀ ବେଆଇନ ବାଇପାସ ରାସ୍ତା ନିର୍ମାଣ କରୁଛି। ବେଆଇନ ନିର୍ମାଣକୁ ବିରୋଧ କରି ଆଜି କଣିହାଁ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣିହାଁ ତହସିଲଦାରଙ୍କୁ…

Continue Readingବେଆଇନ ବାଇପାସ ନିର୍ମାଣକୁ ବିରୋଧ, ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାସ୍ତା ଓ ଅଡିଟୋରିୟମ୍ ନେଇ ଏମସିଏଲସିର ଏମଡିଙ୍କ ସହିତ ପୂର୍ବତନ ସାଂସଦଙ୍କ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଏମସିଏଲସି ଏମଡିଙ୍କ ସହ ଆଲୋଚନା କରିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ। ଶ୍ରୀ ସାହୁ ସମ୍ବଲପୁର ଠାରେ ଏମସିଏଲସି ଏମଡି ଅନନ୍ତ ଉଦ୍ଧବ କାଉଏଲ୍ ଙ୍କୁ ଭେଟି ରାସ୍ତା ସମସ୍ୟା ନେଇ…

Continue Readingରାସ୍ତା ଓ ଅଡିଟୋରିୟମ୍ ନେଇ ଏମସିଏଲସିର ଏମଡିଙ୍କ ସହିତ ପୂର୍ବତନ ସାଂସଦଙ୍କ ଆଲୋଚନା

ଶୌଚାଳୟ ତିଆରି ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ବଅଁରପାଳ ବ୍ଲକର ମହିଳା

ଅନୁଗୁଳ: ଘରେ ଘରେ ଶୌଚାଳୟ ଦାବି। ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଲଙ୍ଗୁଳିଆବେଡା ଗାଁ ମହିଳା। ଅଭିଯୋଗ ମୁତାବକ, ଦୁଇ- ତିନି ବର୍ଷ ହେଲା ଲଙ୍ଗୁଳିଆବେଡା ଗ୍ରାମ ନିକଟରେ ହାତୀ ରହୁଛି। ଏଣୁ…

Continue Readingଶୌଚାଳୟ ତିଆରି ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ବଅଁରପାଳ ବ୍ଲକର ମହିଳା

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶଙ୍କୁ ସଭାପତି ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟବ୍ୟୟ ଉପସ୍ଥାପନା କରାଯାଇଥିଲା। ପରେ ଅସ୍ଥାୟୀ ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂତନ…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶଙ୍କୁ ସଭାପତି ଦାୟିତ୍ୱ

୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ବନାଞ୍ଚଳ ଅଧୀନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ମାଧ୍ୟମରେ ଓ ଖଦି ଗ୍ରାମୋଦ୍ୟୋଗ ଆୟୋଗ ସହାୟତାରେ ଚାଲିଥିବା ବିଦ୍ୟୁତ ଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ୧୫…

Continue Reading୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ପଛୁଆବର୍ଗଙ୍କ ପାଇଁ ଥିବା ସରକାରୀ ଯୋଜନାର ବିବରଣୀ ପ୍ରଦାନ କରିବାକୁ ପୂର୍ବତନ ସାଂସଦଙ୍କ ଦାବି

ଅନୁଗୁଳ: ସରକାରୀ ଯୋଜନା ନେଇ ସୂଚନା ଦେବାକୁ ସାଂସଦ ମହେଶ ସାହୁ  ଅନୁଗୁଳ ଓ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଦଳିତ, ଅବହେଳିତ, ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ସାମାଜିକ ବିକାଶ ପାଇଁ ଉଭୟ ରାଜ୍ୟ…

Continue Readingପଛୁଆବର୍ଗଙ୍କ ପାଇଁ ଥିବା ସରକାରୀ ଯୋଜନାର ବିବରଣୀ ପ୍ରଦାନ କରିବାକୁ ପୂର୍ବତନ ସାଂସଦଙ୍କ ଦାବି

ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ, ସ୍ମୃତିଚାରଣ କଲେ ବରିଷ୍ଠ ନେତା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସମବାୟବିତ୍ ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ସଭାଘର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା…

Continue Readingଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ, ସ୍ମୃତିଚାରଣ କଲେ ବରିଷ୍ଠ ନେତା

ମୌଳିକ ଅଧିକାର ପାଇଁ ଆଲୁମିନିୟମ ମଜଦୁର ସଂଘର ବିଶାଳ ଗଣବିକ୍ଷୋଭ, ରଣହୁଙ୍କାର ଦେଲେ ୩୦୦ରୁ ଅଧିକ ଶ୍ରମିକ

ଅନୁଗୁଳ: ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ ତରଫରୁ ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଏକ ବିଶାଳ ଗଣ ବିକ୍ଷୋଭ ସହ ମହାରାଲି ଅନୁଷ୍ଠିତ ହେଇଛି। ନାଲକୋ ପ୍ରଶାସନର ସ୍ଥାଣୁତା, ମନମୁଖୀ ଶାସନ, ବୈମାତୃକ…

Continue Readingମୌଳିକ ଅଧିକାର ପାଇଁ ଆଲୁମିନିୟମ ମଜଦୁର ସଂଘର ବିଶାଳ ଗଣବିକ୍ଷୋଭ, ରଣହୁଙ୍କାର ଦେଲେ ୩୦୦ରୁ ଅଧିକ ଶ୍ରମିକ