ବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଠାକୁରଗଡ଼ରେ ସଫଳ ହୋଇଛି। ବଇଣ୍ଡାରେ କଂଗ୍ରେସ କର୍ମୀ ଅରବିନ୍ଦ ସ୍ଵାଇଁଙ୍କ ନେତୃତ୍ବରେ ତପନ ମିଶ୍ର, ହୀରା ଲାଲ ସେଠୀଙ୍କ ସମେତ ବହୁ କଂଗ୍ରେସ…

Continue Readingବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି: ଅନୁଗୁଳର ବିଭିନ୍ନ କଲେଜରେ ଏଆଇଡିଏସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ମୃତ୍ୟୁ ସହ ଲଢ଼ି ଲଢ଼ି ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଗତକାଲି ପ୍ରାଣ ହରାଇଛନ୍ତି। ବିପ୍ଳବୀ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍.ଓ) ଉଦ୍ୟୋଗରେ ମଙ୍ଗଳବର ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସମେତ ମହିଳା ମହାବିଦ୍ୟାଳୟ,…

Continue Readingସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି: ଅନୁଗୁଳର ବିଭିନ୍ନ କଲେଜରେ ଏଆଇଡିଏସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ, ତାଲିମ ନେଲେ ୬୦ ପ୍ରଶିକ୍ଷାର୍ଥୀ

ଅନୁଗୁଳ: ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୀତାଗ୍ରାମ ଗାଁର ପ୍ରଶିକ୍ଷଣ କେନ୍ଦ୍ରରେ ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ ହୋଇଛି। ଜାତିସଂଘ ପକ୍ଷରୁ ୨୦୧୪ ଠାରୁ ସାରା ବିଶ୍ୱରେ ଏହି ଦିବସ ପାଳିତ…

Continue Readingବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ, ତାଲିମ ନେଲେ ୬୦ ପ୍ରଶିକ୍ଷାର୍ଥୀ

ରିମିଟ ମହାବିଦ୍ୟାଳୟରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳିତ, ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପଞ୍ଚମହଲାସ୍ଥିତ ରିମିଟ ମହାବିଦ୍ୟାଳୟ ଠାରେ ମୋ ଯୁବା ଭାରତ ଓ ଉତ୍କର୍ଷ ପରିବାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ଯୁବା ଦକ୍ଷତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସ୍କିଲ ଇଣ୍ଡିଆ ଏନଏସଡିସି ମୁଖ୍ୟ ସୀତାଂଶୁ ବିଶ୍ୱାଳ, ଲାଇଟ ହାଉସ…

Continue Readingରିମିଟ ମହାବିଦ୍ୟାଳୟରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳିତ, ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

ନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟର ରୂପାନ୍ତରୀକରଣ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ଆଲୋକୀକରଣ ସହ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା। କାର୍ଯ୍ୟକ୍ରମରେ ଅନୁଗୁଳ…

Continue Readingନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

ଆଦୃତ ଶିଶୁ ଭବନରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ

ଅନୁଗୁଳ: ଅନୁଗୁଳ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପଞ୍ଚମହଲା ସ୍ଥିତ ଆଦୃତ ଶିଶୁ ଭବନ ଠାରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ ଡ. ବନ୍ଦନା ଅଗ୍ରୱାଲ, ଅନୁଗୁଳ ଆଞ୍ଚଳିକ…

Continue Readingଆଦୃତ ଶିଶୁ ଭବନରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ

ଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

ଅନୁଗୁଳ: ଭାରତୀୟ ତ୍ୱଚା ଓ ଯୌନ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ସହାୟତାରେ ଦୁଇଟି ସ୍ଥାନରେ ମାଗଣା ଚର୍ମ ରୋଗ ଚିକିତ୍ସା ଶିବିର ଆୟୋଜିତ ଲ ହୋଇଥିଲା। ପ୍ରଥମ ଶିବିରଟି ବଅଁରପାଳ ବ୍ଲକ୍ ଗଡସନ୍ତ୍ରୀ…

Continue Readingଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପ୍ରସ୍ତୁତି, ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ଆୟୋଜିତ

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ ନିମନ୍ତେ ୨୦୧୫ ମସିହା ଠାରୁ ୨୦୨୫ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଆୟୋଜିତ ହୋଇଛି। ବୈଠକରେ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଶତବାର୍ଷିକୀର ସଫଳତା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ…

Continue Readingଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପ୍ରସ୍ତୁତି, ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ଆୟୋଜିତ

ଡାକବିଭାଗ ପକ୍ଷରୁ ସଚେତନତା ସଭା, ଗ୍ରାମୀଣ ଡାକ ଜୀବନ ବୀମା ନେଇ ବୁଝିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ମଇମୁରା ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ମଇମୁରା ଡାକଘର ପକ୍ଷରୁ ଡାକ ବିଭାଗର ବିଭିନ୍ନ ଜନହିତକର ଯୋଜନାରେ ସମ୍ବନ୍ଧୀୟ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ଲତା ସେଠୀ କାର୍ଯ୍ଯକ୍ରମରେ ସଭାପତିତ୍ବ କରିଥିବା…

Continue Readingଡାକବିଭାଗ ପକ୍ଷରୁ ସଚେତନତା ସଭା, ଗ୍ରାମୀଣ ଡାକ ଜୀବନ ବୀମା ନେଇ ବୁଝିଲେ ଗ୍ରାମବାସୀ

ଅନୁଗୁଳ ଜିଲ୍ଲାସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ଆୟୋଜିତ, ଭୁବନେଶ୍ୱର ଯିବେ କୃତୀ ଛାତ୍ରଛାତ୍ରୀ

ଅନୁଗୁଳ: ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଅବସରରେ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ପାଠାଗାରରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ସ୍ତରରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଷଷ୍ଠ ଓ ସପ୍ତମ ଶ୍ରେଣୀର ପ୍ରତିଯୋଗୀ 'କନିଷ୍ଠ' ଏବଂ ଅଷ୍ଟମ, ନବମ…

Continue Readingଅନୁଗୁଳ ଜିଲ୍ଲାସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ଆୟୋଜିତ, ଭୁବନେଶ୍ୱର ଯିବେ କୃତୀ ଛାତ୍ରଛାତ୍ରୀ