ଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

ଅନୁଗୁଳ: ବୟସ ୮୯, ଅଣ୍ଟା ନଇଁ ଗଲାଣି, ଆଖିକୁ ଭଲ ଦିଶୁନି ହେଲେ ଜଗନ୍ନାଥଙ୍କ ପ୍ରତି ରହିଛି ତାଙ୍କର ଅସୁମାରୀ ଶ୍ରଦ୍ଧା। ଶୟନେ,ସ୍ୱପନେ, ଜାଗରଣେ ସେ ଜଗନ୍ନାଥଙ୍କୁ ହିଁ ଦେଖନ୍ତି। ଜୀବନର ସବୁକିଛି ସେ ଜଗନ୍ନାଥଙ୍କୁ ହିଁ ସମର୍ପି ଦେଇଛନ୍ତି। ସେ…

Continue Readingଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ

ଅନୁଗୁଳ: ସଭଘର ଠାରେ ରାଜସ୍ବ ଅମଲା ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ନଗେନ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନ୍ୟତମ ଅତିରିକ୍ତ…

Continue Readingରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ

ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ: ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଗୁଣ୍ଡୁରୀଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ -୨୦୨୫ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ ଅଧିକାରୀମାନେ ଦୈନନ୍ଦିନ ଜୀବନରେ ହେଉଥିବା ବିଦ୍ୟୁତ ଆଘାତଜନିତ…

Continue Readingଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ: ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଜିନ୍ଦଲ ନଗରରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଅନୁଗୁଳ : ଦେବଭୂମି ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତୀ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦେବଭୂମିର ପ୍ରଥମ ସେବକ ଓ  ସେବିକା ଓ…

Continue Readingଜିନ୍ଦଲ ନଗରରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ବାହୁଡା଼ ଯାତ୍ରାରେ ଅନୁଗୁଳ ଓକିଲ ସଂଘର ପ୍ରସାଦ ବଣ୍ଟନ

ଅନୁଗୁଳ: ବାହୁଡା଼ ଯାତ୍ରା ଅବସରରେ ଅନୁଗୁଳ ଓକିଲ ସଂଘ ପକ୍ଷରୁ ବଡଦାଣ୍ଡରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ବାହୁଡା଼…

Continue Readingବାହୁଡା଼ ଯାତ୍ରାରେ ଅନୁଗୁଳ ଓକିଲ ସଂଘର ପ୍ରସାଦ ବଣ୍ଟନ

୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ଭୁବନେଶ୍ବର ସଭାରେ ଅନୁଗୁଳରୁ ଯୋଗ ଦେବେ ୩ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ

ଅନୁଗୁଳ: ଆସନ୍ତା ୧୧ରେ ଓଡ଼ିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତାଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଓ ସଙ୍ଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବି ଆସୁଛନ୍ତି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ…

Continue Reading୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ଭୁବନେଶ୍ବର ସଭାରେ ଅନୁଗୁଳରୁ ଯୋଗ ଦେବେ ୩ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ

କ୍ଲବ ଗଣପତ୍‌ର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଚନ୍ଦ୍ରକାନ୍ତ ପ୍ରଧାନ

ଅନୁଗୁଳ: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ କ୍ଲବ ଗଣପତର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ବୁଧବାର ସନ୍ଧ୍ୟାରେ କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଅନୁଷ୍ଠିତ ବୈଠକରେ ୩୦ ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ।…

Continue Readingକ୍ଲବ ଗଣପତ୍‌ର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଚନ୍ଦ୍ରକାନ୍ତ ପ୍ରଧାନ

ବଜ୍ରକୋଟ ଜନତା ଉଚ୍ଚ ବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଜନତା ଉଚ୍ଚ ବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ ଉଦଘାଟନ କରିବା ସହ…

Continue Readingବଜ୍ରକୋଟ ଜନତା ଉଚ୍ଚ ବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ବିଧାୟକ

ଅନୁଗୁଳରେ ଚିକିତ୍ସକ ଦିବସ

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଚିକିତ୍ସକ ଦିବସ - ୨୦୨୫ ପାଳିତ ହୋଇଯାଇଛି। ଏ ଅବସରରେ ରକ୍ତଦାନ ଶିବିର, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଥିଲା।ଭାରତୀୟ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଅନୁଗୁଳ ସିଡିଏମଓ ଡ଼ା…

Continue Readingଅନୁଗୁଳରେ ଚିକିତ୍ସକ ଦିବସ

କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ତୃଣମୂଳରୁ ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଛି। ୨୭ଟି ପଞ୍ଚାୟତର ସଭାପତିଙ୍କୁ ନେଇ ସମଲ ଡାକବଙ୍ଗଳାରେ ଆୟୋଜିତ ସଭାରେ ସଭାପତି ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।…

Continue Readingକଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ତୃଣମୂଳରୁ ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ