୯ ଅଗ୍ନି ବିପନ୍ନ ପରିବାରକୁ ସାହାଯ୍ୟ କଲା ଅନୁଗୁଳ ଓୟୁଜେ, ପ୍ରଦାନ କଲା ଖାଦ୍ୟ ଓ ବସ୍ତ୍ର
ଅନୁଗୁଳ: ଅଗ୍ନି ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଅନୁଗୁଳର ଓଡ଼ିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଓୟୁଜେ)। ଗତ ୬ ଦିନ ତଳେ ନିଆଁ ଲାଗି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲୁହା ସିଙ୍ଗା ପଞ୍ଚାୟତ ତେନ୍ତୁଳି ପଦର ଗ୍ରାମର ୯ ଟି…
