ଜରାସିଂହା କ୍ରିକେଟ କପ୍- ୨୦୨୫: ପରଙ୍ଗକୁ ହରାଇ ଚନ୍ଦ୍ରବାହାଳ ଚାମ୍ପିୟନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମର କୁସୁମବାବା ଖେଳ ପଡ଼ିଆରେ ଆୟୋଜିତ ଜରାସିଂହା କ୍ରିକେଟ କପ- ୨୦୨୫ରେ ପରଙ୍ଗକୁ ହରାଇ ଚନ୍ଦ୍ରବାହାଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ଓ ପୁରସ୍କାର ବିତରଣ ଉତ୍ସବରେ ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ତପନ…
